Browsing Tag

honey trap

ଅୟସ ଆରାମ ପାଇଁ ହନିଟ୍ରାପ ଫଣ୍ଡା, ସାଥ ଦେଉଥିଲେ ଇରାନୀଙ୍କ ସ୍ୱାମୀ

କେନ୍ୟୁଜ୍(ବ୍ୟୁରୋ):ଅୟସ ଆରାମ ପାଇଁ ହନିଟ୍ରାପ ଫଣ୍ଡା । ବଡ଼ବଡ଼ିଆ ଲୋକ,ବ୍ୟବସାୟୀ ଓ ଛାତ୍ରଙ୍କୁ ହନିଟ୍ରାପ ରେ ଫସାଇ ଟଙ୍କା ଠକୁଥିଲା ଇରାନୀ ପାତ୍ର ଗ୍ୟାଙ୍ଗ । ସାଥ ଦେଉଥିଲେ ଇରାନୀଙ୍କ ସ୍ୱାମୀ । ପୋଲିସ ଜେରା ବେଳେ ସତ ଉଗାରିଛନ୍ତି ନିଶିକାନ୍ତ ପାତ୍ର । ତାଙ୍କ ବ୍ୟାଙ୍କ ଆକାଉଣ୍ଟସ…

ହନିଟ୍ରାପ କୁଇନ ଇରାନୀର କାରନାମା: ମୁହଁରେ ମାସ୍କ ପିନ୍ଧି ଫୁଙ୍ଗୁଳା ଦେହରେ କରୁଥିଲା ଭିଡ଼ିଓ କଲ

ଭୁବନେଶ୍ବର(କେନ୍ୟୁଜ୍): ମୁହଁରେ ମାସ୍କ ପିନ୍ଧି ନ୍ୟୁଡ଼ କଲ କରୁଥିଲା ଇରାନୀ ପାତ୍ର। ଡେଟିଂ ସାଇଟର ଆକ୍ଟିଭ ମେମ୍ବର ଥିଲା ଇରାନୀ  । ଫୁଙ୍ଗୁଳା ଦେହରେ ବଡ଼ବଡ଼ିଆଙ୍କୁ କରୁଥିଲା ଭିଡିଓ କଲ। ପରେ ଏହାର ସ୍କିନ ରେକର୍ଡ କରି ଚଳାଇଥିଲା ବ୍ଲାକମେଲ ସାମ୍ରାଜ୍ୟ । କଥା ହେବା ବେଳେ ନିଜକୁ ଟେଲି…

ଡାକ୍ତରଙ୍କୁ ହନି ଟ୍ରାପ୍, ଚାରିଜଣଙ୍କୁ ଗିରଫ କଲା ତମଣ୍ଡୋ ପୋଲିସ

ଡାକ୍ତର ଙ୍କୁ ହନି ଟ୍ରାପ୍। ଚାରିଜଣଙ୍କୁ ଗିରଫ କଲା ତମଣ୍ଡୋ ପୋଲିସ। ଅଭିଯୁକ୍ତ ହେଲେ ଇରାନି ପାତ୍ର ଓ ତାଙ୍କ ସ୍ଵାମୀ ବାପି ପାତ୍ର। ଇରାନି ଡା କ୍ତର୍ ଙ୍କ ପୁରୁଣା ରୋଗୀ। ଘଟଣା ଦିନ ଇରାନୀ ଅସୁସ୍ଥ ଥିବା ଦର୍ଶାଇ ତାଙ୍କ ତମଣ୍ଡୋ ସିଟି ହୋମସ ଘରକୁ ଡାକିଥିଲେ। ପହଞ୍ଚିବା ମାତ୍ରେ ତାଙ୍କ…

ପାକିସ୍ତାନ ହନିଟ୍ରାପ୍‌ ମାମଲା: ଗିରଫ ଚାନ୍ଦିପୁର ଆଇଟିଆର୍‌ର ବରିଷ୍ଠ ଟେକ୍ନିକାଲ୍‌ ଅଫିସର ବାବୁରାମ ଦେଙ୍କ ରିମାଣ୍ଡର…

ପାକିସ୍ତାନ ହନିଟ୍ରାପ୍‌ ମାମଲାରେ ଗିରଫ ଚାନ୍ଦିପୁର ଆଇଟିଆର୍‌ର ବରିଷ୍ଠ ଟେକ୍ନିକାଲ୍‌ ଅଫିସର ବାବୁରାମ ଦେଙ୍କ ରିମାଣ୍ଡର ଆଜି ଶେଷ ଦିନ । ତିନ ଦିନ ମାରାଥନ୍‌ ଜେରା କରି ଅନେକ ତଥ୍ୟ ହାସଲ କରିଛି ବାଲେଶ୍ୱର ପୋଲିସ । ପାକିସ୍ତାନ ସୁନ୍ଦରୀଙ୍କ ସହ କେମିତି ହୋଇଥିଲା ସମ୍ପର୍କ ? କି କି ତଥ୍ୟ…

ରିମାଣ୍ଡରେ ସତ ଉଗାରୁଛି ଅଭିଯୁକ୍ତ ବାବୁରାମ ଦେ, ୪ଦିନିଆ ରିମାଣ୍ଡରେ ନେଇ ଚାଲିଛି ମାରାଥନ୍‌ ଜେରା

ବାଲେଶ୍ବର(କେନ୍ୟୁଜ୍):ଚାନ୍ଦିପୁର ଆଇଟିଆର୍‌ ଗୁପ୍ତ ତଥ୍ୟ ଲିକ୍‌ ମାମଲାରେ ସତ ଉଗାରୁଛି ଅଭିଯୁକ୍ତ ବାବୁରାମ ଦେ । ୪ ଦିନିଆ ରିମାଣ୍ଡରେ ନେଇ ତାକୁ ମାରାଥନ୍‌ ଜେରା କରୁଛି ବାଲେଶ୍ୱର ପୋଲିସ । ଆର୍ଥିକ କାରବାର ଓ ସମ୍ପତ୍ତି ନେଇ ଖୋଳତାଡ ଚାଲିଛି । ପାକିସ୍ତାନୀ ସୁନ୍ଦରୀର ମାୟାଜାଲରେ ପଡ଼ି…

୫ ଗୁପ୍ତଚରଙ୍କୁ ଜେରା ବେଳେ ମିଳୁଛି ନୂଆ ନୂଆ ସୁରାକ୍, ୟୁକେ ସରକାରଙ୍କୁ ମଗାଯିବ ହ୍ଵାଟସଆପ୍‌ ନମ୍ବରର ଡିଟେଲ୍ସ

ବାଲେଶ୍ବର(କେନ୍ଯୁଜ୍):ଚାନ୍ଦିପୁର ଆଇଟିଆର୍‌ ଗୁପ୍ତ ତଥ୍ୟ ଲିକ୍‌ ମାମଲାରେ ଅଭିଯୁକ୍ତଙ୍କୁ ୭ ଦିନିଆ ରିମାଣ୍ଡରେ ଆଣି ଜେରା କରୁଛି କ୍ରାଇମବ୍ରାଞ୍ଚର ୫ ଜଣିଆ ଟିମ୍‌ । ମିଳୁଛି ନୂଆ ନୂଆ ସୁରାକ । ୫ ଗୁପ୍ତଚରଙ୍କୁ ଜେରା ବେଳେ କ୍ରାଇମବ୍ରାଞ୍ଚ ହାତରେ ଲାଗିଛି ଚାଞ୍ଚଲ୍ୟକର ତଥ୍ୟ ।…

ପୁଣି ହନି ଟ୍ରାପରେ ଫସି ଗିରଫ ହେଲେ ଯୁବକ, ଫେସବୁକରେ ପାକିସ୍ତାନୀ ମହିଳାଙ୍କୁ ଦେଉଥିଲେ ଦେଶର ସୁରକ୍ଷାକୁ ନେଇ ଗୁପ୍ତ…

ଫେସବୁକ୍ ଜାରିଆରେ ପାକିସ୍ତାନୀ ମହିଳାଙ୍କ ସହିତ ସୁରକ୍ଷା ପ୍ରତିଷ୍ଠାନକୁ ନେଇ ଜଡିତ ସୂଚନା କଥିତ ଭାବେ ଆଲୋଚନା କରିବା ମାମଲାରେ ପୋଲିସ୍ ଜଣେ ବ୍ଯକ୍ତିଙ୍କୁ ଗିରଫ କରିଛି । ସୂଚନା ଅନୁସାରେ ସୀମାବର୍ତ୍ତୀ ଅରନିୟାରେ ରହୁଥିବା ରାକେଶ କୁମାରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି। ସେ…

ପାକ୍‌ ଏଜେଣ୍ଟଙ୍କୁ ଗୋପନୀୟ ତଥ୍ୟ ଦେବା ଅଭିଯୋଗରେ ଜଣେ ଯବାନ ଗିରଫ

ପୁଣି ହନି ଟ୍ରାପ୍‌ର ଶିକାର ହୋଇଛନ୍ତି ଭାରତୀୟ ଯବାନ। ରାଜସ୍ଥାନ ପୋଲିସର ଗୁଇନ୍ଦା ବିଭାଗ ବୁଧବାର ସେନାର ଜଣେ ଅଧିକାରୀଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ଯବାନ ପାକିସ୍ତାନର ମହିଳା ଆଇଏସ୍‌ଆଇଙ୍କ ପ୍ରରୋଚନାରେ ଭାରତର ସମସ୍ତ ତଥ୍ୟ ଦେଉଥିବା ଅଭିଯୋଗ ହୋଇଛି। ଏହାସହ ପଢ଼ନ୍ତୁ:…