Browsing Tag

honeymoon

ମାନିଲେନି ଚେତାବନୀ… ସ୍ତ୍ରୀ ଆଖି ସାମ୍ନାରେ ହନିମୁନ୍‌ରେ ଯୁବକଙ୍କ ମୃତ୍ୟୁ !

ହନିମୁନ୍‌ରେ ନିୟମ ନ ମାନିବା ପଡ଼ିଲା ମହଙ୍ଗା। ସ୍ତ୍ରୀ ସାମ୍ନାରେ ଚାଲିଗଲା ସ୍ୱାମୀଙ୍କ ଜୀବନ। ଥାଇଲାଣ୍ଡରେ ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ସମୁଦ୍ରରେ ଗାଧୋଇବା ବେଳେ ହନିମୁନ୍‌ରେ ଯାଇଥିବା ଯୁବକଙ୍କ ମୃତ୍ୟୁ ଘଟିଛି। ୩୪ ବର୍ଷୀୟ ଏହି ବ୍ୟକ୍ତି ସମୁଦ୍ରକୂଳରେ ବିପଦ ସଙ୍କେତ…

ଶ୍ୱେତାଙ୍କ ସହ ହନିମୁନ୍‌ ରୁ ଫେରିଲେ ଆଦିତ୍ୟ ନାରାୟଣ, ‘ଇଣ୍ଡିଆନ୍‌ ଆଇଡଲ୍‌’ସେଟ୍‌ରେ ଆସିଲେ ନଜର

ଟେଲିଭିଜନର ଲୋକପ୍ରିୟ ପରିଚାଳକ ଏବଂ ସିଙ୍ଗର୍‌ ଆଦିତ୍ୟ ନାରାୟଣ ଗତ ୧ ଡିସେମ୍ବରରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଆଦିତ୍ୟ ମଡେଲର୍‌ ଶ୍ୱେତା ଅଗ୍ରଓ୍ଵାଲଙ୍କୁ ବିବାହ କରିଛନ୍ତି। ବିବାହର ପାଖାପାଖି ୧୦ ଦିନ ପରେ ଆଦିତ୍ୟ ଶ୍ୱେତାଙ୍କ ସହ ହନିମୁନ୍‌ ଯାଇଥିଲେ। କିନ୍ତୁ ବର୍ତ୍ତମାନ…

ହନିମୁନ୍ ପାଇଁ ମାଳଦ୍ୱୀପ ଯାଉଛନ୍ତି କି? ହୋଇଯାଆନ୍ତୁ ସତର୍କ, କାରଣ କେବେ ବି ହୋଇପାରେ ଛାଡ଼ପତ୍ର

ବିବାହ ଖାଲି ଦୁଇ ଆତ୍ମାର ମଧୂର ମିଳନ ନୁହେଁ ସାତ ଜନ୍ମର ଅତୁଟ ବନ୍ଧନ। କିନ୍ତୁ ଏସବୁ ମଧ୍ୟରେ ବଡ଼ ବାଧକ ସାଜିଥାଏ ଛାଡ଼ପତ୍ର। ନିକଟରେ କଂପେୟର ବେଟ ଦ୍ୱାରା କରାଯାଇଥିବା ଏକ ରିସର୍ଚ୍ଚରୁ ଜଣାପଡିଛି ଯେ ମାଳଦ୍ୱୀପରେ ହନିମୁନ୍ କରୁଥିବା ଯୋଡ଼ିଙ୍କ ମଧ୍ୟରେ ବେଶି ଛାଡ଼ପତ୍ର ମାମଲା ରହିଛି। ଏହି…

ସାହସୀ ସ୍ତ୍ରୀ ‘ଯମରାଜ’ଙ୍କୁ ହରାଇଦେଲେ, ୫୦ ଫୁଟ ତଳକୁ ଆଗ୍ନେୟଗିରିରେ ଖସିପଡ଼ିଥିବା ସ୍ୱାମୀକୁ କଲେ ଉଦ୍ଧାର

ବାହାଘରକୁ ମାତ୍ର ଦିନ କେଇଟା ହୋଇଥିଲା। ଉତ୍ତର ଆମେରିକାର କ୍ଲେ ଚେଷ୍ଟନ୍, ସ୍ତ୍ରୀ ଏକମୀଙ୍କ ସହିତ ହନିମୁନ୍ କରିବାକୁ କାରବିୟାନ୍ ଆଇଲ୍ୟାଣ୍ଡ ଯାଇଥିଲେ। ମାତ୍ର ସେଠାରେ ହନିମୁନ୍ ସମୟରେ ସେମାନଙ୍କ ସହିତ ଘଟିଥିଲା ଏକ ଦୁର୍ଘଟଣା, ଯାହାକି ଉଭୟଙ୍କୁ ଚିରଦିନ ସ୍ମରଣୀୟ ରଖିଥିବ। ଘଟଣାଟି…