ଭାରତୀୟ ବଜାରକୁ ଆସିଲା ସବୁଠାରୁ ଶସ୍ତା ପପ୍-ଅପ୍ ସେଲ୍ଫି କ୍ୟାମେରା ‘Honor 9X’, ଜାଣନ୍ତୁ କେତେ ରହିଛି ଦାମ୍
ଚୀନ୍ ସ୍ମାର୍ଟଫୋନ୍ ମେକର କମ୍ପାନୀ ‘Honor’ ଭାରତରେ ନିଜର X-ସିରିଜ୍ର ନୂଆ ସ୍ମାର୍ଟଫୋନ୍ ‘Honor 9X’ ଲଞ୍ଚ୍ କରିଛି। ଏଥିରେ ୪୮ ମେଗାପିକ୍ସଲ ସେନ୍ସର ସହ ଟ୍ରିପଲ୍ ରିୟର କ୍ୟାମେରା ସେଟ୍ଅପ ଏବଂ ପପ୍-ଅପ୍ ସେଲ୍ଫି କ୍ୟାମେରା ରହିଛି। ଏହା ସବୁଠାରୁ ଶସ୍ତା ପପ୍-ଅପ୍ ସେଲ୍ଫି…