କେମିତି କଟିବ ଆଜିର ଦିନ
ମେଷ : ଗାଡ଼ି ଚଲାଇବା ବେଳେ ସାବଧାନ ରହିବା ଆବଶ୍ୟକ । ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ସ୍ୱାସ୍ଥ୍ୟର ଯତ୍ନ ନିଅନ୍ତୁ ।
ବୃଷ : ସନ୍ତାନକୁ ନେଇ ଚିନ୍ତିତ ହେବେ । ମାନସିକ ଅଶାନ୍ତି ଦେଖା ଦେଇପାରେ । ଭାବିଚିନ୍ତି ଧନ ନିବେଶ କରନ୍ତୁ ।
ମିଥୁନ : ପରିବାରରେ ମନ ମିଳାଇ ଚଳନ୍ତୁ ।…