କୁନି ପିଲାଙ୍କ ଘୋଡା ଦୌଡ ପ୍ରତିଯୋଗିତା, ବଡ ବଡ ଖେଳାଳୀ ବି ହାର ମାନିବେ ଏମାନଙ୍କ ପାଖରେ
ମାଲକାନାଗିରି (କେନ୍ୟୁଜ) : କେବେ ଦେଖିଛନ୍ତି ଘୋଡା ଦୌଡ ପ୍ରତିଯୋଗିତା। ଏହି ପ୍ରତିଯୋଗିତାରେ ଘୋଡାରେ ସବାର ହୋଇ ପ୍ରତିଯୋଗୀ ମାନେ ଜଣେ ଜଣଙ୍କୁ ପ୍ରତିଯୋଗିତା କରନ୍ତି। କିଏ ପ୍ରଥମ ହେବ ତାକୁ ନେଇ ଚାଲେ ରେସିଙ୍ଗ। ତେବେ ଏଠି କଥାଟା ଟିକେ ଅଲଗା। ଏଠାରେ ଘୋଡାରେ ସବାର ପ୍ରତିଯୋଗୀ କୁନି…