ବାହାଘର ଭୋଜି ହେଲା କାଳ ; ଗୋଟିଏ ପରିବାରର ଜଣେ ମୃତ ୪ ଗୁରୁତର
ସମ୍ପର୍କୀୟଙ୍କର ବିବାହ ଥିଲା । ତେଣୁ ପରିବାରକୁ ସାଙ୍ଗରେ ଧରି କେଡ଼େ ଖୁସିରେ ବାହାରି ଯାଇଥିଲେ ଭୋଜି ଖାଇବାକୁ । ହେଲେ ସେ କଣ ଜାଣିଥିଲେ ତାଙ୍କର ଏହି ଖୁସି ତାଙ୍କର ନିମିଷକ ମଧ୍ୟରେ ଏପରି ଦୁଃଖରେ ପରିଣତ ହୋଇଯିବ । ସେ ତାଙ୍କ କନ୍ୟା ସନ୍ତାନକୁ ସବୁଦିନ ପାଇଁ ହରାଇ ବସିବେ । ଏପରି ତାଙ୍କ…