Browsing Tag

hospitalized

ବ୍ରାଜିଲ୍‌: ରାଗୁଆ ଲଙ୍କା ଶୁଙ୍ଘିବା ମହିଳାଙ୍କୁ ପଡ଼ିଲା ଭାରି, ୬ ମାସ ହେବ ହସ୍ପିଟାଲ ବେଡ୍‌ରେ…

କୌଣସି ଭାରତୀୟ ଖାଦ୍ୟ ପ୍ରସ୍ତୁତ କଳା ବେଳେ ସେଥିରେ ଆମେ ଲଙ୍କା ପକାଇଥାଉ। ଲୋକେ ତରକାରୀ, ଭଜା ଇତ୍ୟାଦିରେ କଞ୍ଚା କିମ୍ବା ଶୁଖିଲା ଲଙ୍କା ବ୍ୟବହାର କରିଥାଆନ୍ତି। ଲଙ୍କା ପାଟିକୁ କେବଳ ରାଗ ଲାଗି ନ ଥାଏ, ବରଂ ଏହା ଖାଦ୍ୟର ସ୍ୱାଦକୁ ମଧ୍ୟ ବଢ଼ାଇ ଦେଇଥାଏ। କିନ୍ତୁ ସ୍ୱାସ୍ଥ୍ୟ ଦୃଷ୍ଟିରୁ…

ହସପିଟାଲରେ ଆଡମିଟ୍‌ ହେଲେ ଅଦା ଶର୍ମା, ଡାଇରିଆ ଏବଂ ଫୁଡ ଆଲର୍ଜି ଯୋଗୁଁ ବିଗିଡିଲା ସ୍ୱାସ୍ଥ୍ୟ

‘ଦ କେରଳ ଷ୍ଟୋରୀ’ ଫେମ୍‌ ଅଭିନେତ୍ରୀ ଅଦା ଶର୍ମା ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ଡାଇରିଆ ଏବଂ ଫୁଡ ପଏଜିଂ ଯୋଗୁଁ ତାଙ୍କୁ ଦେହ ଅସୁସ୍ଥ ହୋଇପଡିଥିଲା, ତେଣୁ ହସପିଟାଲରେ ଭର୍ତ୍ତି ହୋଇଛନ୍ତି ଅଭିନେତ୍ରୀ । ଅଦା ଶର୍ମା ନିଜ ସିରିଜର ପ୍ରମୋସନକୁ ଯାଇଥିବା ବେଳେ ତାଙ୍କ ଦେହ ହଠାତ୍‌ ଅସୁସ୍ଥ…

ଅସହ୍ୟ ତାତି ଯୋଗୁ ୩୨ ଛାତ୍ରୀ ଅସୁସ୍ଥ, ଡାକ୍ତରଖାନାରେ ଭର୍ତ୍ତି

ସୁନ୍ଦରଗଡ଼ (କେନ୍ୟୁଜ): ସୁନ୍ଦରଗଡ଼ କୋଇଡାରେ ୩୨ ଛାତ୍ରୀ ଅସୁସ୍ଥ । ଅସହ୍ୟ ତାତି ଯୋଗୁ ସୁନ୍ଦରଗଡ଼ ଶୟମ୍ଭା ସେବାଶ୍ରମର ୩୨ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି । ସମସ୍ତଙ୍କୁ କେ.ବଲାଙ୍ଗ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସମସ୍ତଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଛାତ୍ରୀ ନିବାସରେ ଫ୍ୟାନ…

ବିଷାକ୍ତ ଗ୍ୟାସ୍‌ ଲିକ୍‌ ହୋଇ ଶତାଧିକ ଅସୁସ୍ଥ, ୫୦ରୁ ଅଧିକ ମହିଳା ହସ୍ପିଟାଲ୍‌ରେ ଭର୍ତ୍ତି

ନୂଆଦିଲ୍ଲୀ : ଆନ୍ଧ୍ରପ୍ରଦେଶ ବିଶାଖାପାଟଣା ଶିଳ୍ପାଞ୍ଚଳରେ ବିଷାକ୍ତ ଗ୍ୟାସ୍‌ ଲିକ୍‌ । ୧୨୧ରୁ ଅଧିକ କର୍ମଚାରୀ ଆହତ ଓ ଗୁରୁତର ଥିବା ୫୦ ଜଣ କର୍ମଚାରୀଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଆନ୍ଧ୍ରପ୍ରଦେଶ ଆକନ୍ନାପଲ୍ଲେ ଜିଲ୍ଲାରେ ଥିବା ଏକ ପୋଷାକ କାରଖାନାରେ ବିଷାକ୍ତ ଗ୍ୟାସ…

ଝାଡାବାନ୍ତିରେ ୧୦୦ରୁ ଉର୍ଦ୍ଧ୍ଵ ଛାତ୍ରୀ ଆକ୍ରାନ୍ତ, ଡାକ୍ତରଖାନାରେ ଭର୍ତ୍ତି

ବଣାଇ (କେନ୍ୟୁଜ): ସୁନ୍ଦରଗଡ଼ ଜିଲ୍ଲା କୋଇଡା ବ୍ଲକର ଫଟାଟାଙ୍ଗର ସେବା ଶ୍ରାମରେ ପ୍ରାୟ ୨୦୦ ଛାତ୍ରୀ ଥିବା ବେଳେ ଏମାନଙ୍କ ମଧରୁ ପ୍ରାୟ ୧୦୦ରୁ ଉର୍ଦ୍ଧ୍ଵ ଝାଡା ବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି । ଏପର୍ଯ୍ଯନ୍ତ ୪୦ରୁ ଅଧିକ ଡାକ୍ତର ଖାନାରେ ଚିକିତ୍ସା ହେଉ ଥିବା ବେଳେ ୧୦ରୁ ଉର୍ଦ୍ଧ୍ଵ…

ବହୁଚର୍ଚ୍ଚିତ ପଦ୍ମଶ୍ରୀ ନନ୍ଦ ସାର୍ କରୋନାରେ ସଂକ୍ରମିତ, ଘରୋଇ ମେଡିକାଲରେ ଭର୍ତ୍ତି

ଯାଜପୁର(କେନ୍ଯୁଜ): ବହୁଚର୍ଚ୍ଚିତ ପଦ୍ମଶ୍ରୀ ନନ୍ଦ ସାର୍ କରୋନାରେ ସଂକ୍ରମିତ । ନନ୍ଦ ସାର୍ କରୋନା ପଜିଟିଭ୍ ଚିହ୍ନଟ ହେବାପରେ ତାଙ୍କୁ କଳିଙ୍ଗନଗର ଡୁବୁରୀ ସ୍ଥିତ ଘରୋଇ ମେଡିକାଲରେ ଭର୍ତ୍ତି କରାଯାଇଛି । ତାଙ୍କ ସ୍ଵାସ୍ଥ୍ୟାବସ୍ଥା ଏବେ ଗୁରୁତର ରହିଛି । ଏନେଇ ହସ୍ପିଟାଲ କର୍ତ୍ତୃପକ୍ଷ…

ମିଲଖା ସିଂହଙ୍କ ସ୍ବାସ୍ଥ୍ଯବସ୍ଥାରେ ଅବନତି, ହସପିଟାଲରେ ହେଲେ ଭର୍ତ୍ତି

କରୋନା ପଜିଟିଭ୍ ହେବା ପରେ ୯୧ ବର୍ଷୀୟ ମିଲଖା ସିଂହ ଚଣ୍ଡିଗଡ଼ସ୍ଥିତ ତାଙ୍କ ବାସଭବନରେ ସେ ହୋମ୍ଆଇସୋଲେସନରେ ରହିଥିଲେ। ଏବେ ତାଙ୍କ ସ୍ବାସ୍ଥ୍ଯବସ୍ଥା ଗୁରୁତର ହୋବରୁ ତାଙ୍କୁ ହସପିଟାଲରେ ଆଡମିଟ୍ କରାଯାଇଛି। ଗତ ୨୦ ତାରିଖରେ ସେ କରୋନା ପଜିଟିଭ୍ ହେବା ପରେ ହୋମ୍ ଆଇସୋଲେସନରେ ଥିଲେ।…

ହସପିଟାଲରେ ଭର୍ତ୍ତି ହେଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ, ସ୍ବାସ୍ଥ୍ଯବସ୍ଥା ସ୍ଥିର

ଭୁବନେଶ୍ବର : ପ୍ରଦେଶ କଂଗ୍ରେସ କମିଟି ସଭାପତି ନିରଞ୍ଜନ ପଟ୍ଟନାୟକ ଦିଲ୍ଲୀସ୍ଥିତ ମେଦାନ୍ତ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଗୁରୁବାର ସକାଳେ ଭୁବନେଶ୍ବର ସ୍ଥିତ କଂଗ୍ରେସ ଭବନରେ ଦିବଂଗତ ନେତା ଅଜିତ ମଙ୍ଗରାଜଙ୍କ ଶୋକସଭାରେ ଯୋଗ ଦେବା ପରେ ଶ୍ରୀ ପଟ୍ଟନାୟକ ଅସୁସ୍ଥତା ଅନୁଭବ କରିଥିଲେ।…

ଗୋଟେ ଦିନ ପୂର୍ବରୁ କରୋନା ସଂକ୍ରମିତ ହୋଇଥିଲେ ଅକ୍ଷୟ କୁମାର, ଏବେ ହସପିଟାଲରେ ହେଲେ ଭର୍ତ୍ତି

ଅକ୍ଷୟ କୁମାର ଗତକାଲି କରୋନା ପଜିଟିଭି ଚିହ୍ନଟ ହୋଇଥିବା ନେଇ ସୋସିଆଲ ମିଡିଆରେ ସେୟାର କରିଥିଲେ। କରୋନା ସଂକ୍ରମିତ ହେବା ପରେ ନିଜକୁ ଆଇସୋଲେସନରେ ରଖିଥିଲେ। ଏବେ କରୋନା ହେବା ପରେ ଅକ୍ଷୟ ହସପିଟାଲରେ ଭର୍ତ୍ତି ହୋଇଥିବା କଥା ଟ୍ବିଟ୍ କରି ଜଣାଇଛନ୍ତି। ଅକ୍ଷୟ ଟ୍ବିଟ କରି କହିଛନ୍ତି,…

ହସପିଟାଲରେ ଦୀପିକା, ଖୁବଶୀଘ୍ର ଠିକ୍‌ ହେବା ନେଇ ଫ୍ୟାନ କଲେ ପ୍ରାର୍ଥନା

ଦୀପିକା କକ୍‌ର ଟିଭି ଇଣ୍ଡଷ୍ଟ୍ରୀର ଜଣାଶୁଣା ଅଭିନେତ୍ରୀ। ଟେଲିଭିଜନ୍ ଅଭିନେତ୍ରୀ ଦୀପିକା କକର୍ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଦୀପିକାଙ୍କ ସ୍ୱାମୀ ଶୋଏବ୍ ଇବ୍ରାହିମ୍ ତାଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ଏକ ଫଟୋ ପୋଷ୍ଟ୍ କରିଛନ୍ତି। ଶୋଏବ୍ ଦୀପିକାଙ୍କର ଭାରି ଯତ୍ନ ନିଅନ୍ତି ବୋଲି…