ଅଧିକ ଗରମ ଖାଦ୍ୟ ଖାଉଥିଲେ ହୋଇଯାନ୍ତୁ ସାବଧାନ! ସ୍ୱାସ୍ଥ୍ୟ ଉପରେ ପଡ଼ିପାରେ ଖରାପ ପ୍ରଭାବ
ପ୍ରାୟତଃ ଲୋକମାେନ ଗରମ ଖାଦ୍ୟ ଖାଇବା ଏବଂ ପିଇବା ପାଇଁ ପସନ୍ଦ କରିଥାନ୍ତି । କିନ୍ତୁ ଯେଉଁମାନେ ଗରମ ଖାଦ୍ୟ ଖାଇବାକୁ ଏବଂ ଗରମ ଚା ପିଇବାକୁ ଭଲ ପାଆନ୍ତି, ଏଥିପ୍ରତି ସାବଧାନ ହୋଇଯିବା ଉଚିତ । ତେବେ ଅତ୍ୟଧିକ ଗରମ ଖାଦ୍ୟ ଖାଇବା ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ ।…