ଗୋଲମରିଚ ସହ ଗରମ ପାଣି ପିଇବା ଦ୍ୱାରା ମିଳିଥାଏ ଏହି ୬ ଅଜବ ପ୍ରକାର ଫାଇଦା, ଆଜି ହିଁ କରି ଦିଅନ୍ତୁ ଆରମ୍ଭ
ଆମେ ଅସୁସ୍ଥ ହୋଇପଡ଼ିଲେ ଆମକୁ ଅସହଜ ଅନୁଭବ ହୋଇଥାଏ। ପ୍ରତିଦିନର କାମ ବାଧାପ୍ରାପ୍ତ ହୋଇଥାଏ। ଜୀବନଶୈଳୀ ଏକପ୍ରକାର ଠପ୍ ହୋଇଯାଇଥାଏ। ଏହା କେବଳ ଦୁର୍ବଳ ଇମ୍ୟୁନିଟି କାରଣରୁ ହୋଇପାରେ, ଯଦ୍ଦ୍ଵାରା କି, ଆମେ ମଝିରେ ମଝିରେ ଅସୁସ୍ଥ ହୋଇପଡ଼ିଥାଉ। ତେଣୁ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ଇମ୍ୟୁନ୍…