ଭୁବନେଶ୍ବର(କେନ୍ୟୁଜ୍): ସାରା ରାଜ୍ୟରେ ନିଆଁ ବର୍ଷା । ତତଲା କଡ଼େଇରେ ସିଝୁଛି ସାରା ଓଡ଼ିଶା । ୪୪ ଡିଗ୍ରୀ ପାର କରିଛି ରାଜ୍ୟରେ ଦିନର ତାପମାତ୍ରା ।…