Browsing Tag

hotspots

ରାଜ୍ୟରେ ହଟସ୍ପଟ ପାଲଟିଛି ଖୋର୍ଦ୍ଧା, ସୁନ୍ଦରଗଡ଼ ଓ କଟକ ଜିଲ୍ଲା

ଭୁବନେଶ୍ବର: ରାଜ୍ୟରେ ହଟସ୍ପଟ ପାଲଟିଛି ଖୋର୍ଦ୍ଧା, ସୁନ୍ଦରଗଡ଼ ଓ କଟକ । ଏହି ତିନି ଜିଲ୍ଲାରେ ବାହାରିଛି ୪ ହଜାର ୪୮୪ ପଜିଟିଭ୍‌ କେସ୍‌ । ମୋଟ୍‌ ପଜିଟିଭ୍‌ କେସ୍‌ର ୩୮ ପ୍ରତିଶତ ଏହି ତିନି ହଟସ୍ପଟ ଜିଲ୍ଲାରୁ ଆସିଛି । ଖୋର୍ଦ୍ଧାରେ ଗତକାଲି ୧୮୨୮ ଥିବା ବେଳେ ଆଜି ରହିଛି ୧୫୧୦ ପଜିଟିଭ୍‌…

ଦେଶରେ ୧୭୦ ଜିଲ୍ଲାରେ ହଟ୍‌ସ୍ପଟ୍‌ ଜୋନ ଚିହ୍ନଟ: ଓଡ଼ିଶାର ହଟସ୍ପଟ୍‌ ରେଡ ଜୋନ୍‌ରେ ଖୋର୍ଦ୍ଧା ଓ କ୍ଲଷ୍ଟର ଜୋନରେ ଭଦ୍ରକ…

ଭୁବନେଶ୍ବର: ଦେଶରେ ୧୭୦ ଜିଲ୍ଲାରେ ହଟ୍‌ସ୍ପଟ୍‌ ଜୋନ ଚିହ୍ନଟ। ସେଥିରୁ ଓଡ଼ିଶାରେ ହଟ୍‌ସ୍ପଟ୍‌ ଜୋନରେ ରହିଛି ଦୁଇଟି ଜିଲ୍ଲା । ରେଡ୍‌ ଜୋନର ହଟ୍‌ସ୍ପଟ୍‌ ଲାର୍ଜ ଆଉଟ୍‌ବ୍ରେକ କ୍ୟାଟାଗୋରୀରେ ଖୋର୍ଦ୍ଧା ଜିଲ୍ଲା ରହିଥିବା ବେଳେ ହଟ୍‌ସ୍ପଟ୍‌ କ୍ଲଷ୍ଟର ଜୋନ୍‌ରେ ରହିଛି ଭଦ୍ରକ ଜିଲ୍ଲା ।…