Browsing Tag

house burnt

ହୁତୁ ହୁତୁ ହୋଇ ଜଳୁଛି ରୁଷ୍‌ ରାଷ୍ଟ୍ରପତି ପୁଟିନ୍‌ଙ୍କ ଘର…ୟୁକ୍ରେନ୍‌ ନିଆଁ ଲଗାଇଥିବା ଅଭିଯୋଗ

ଜଳିଗଲା ପୁଟିନ୍‌ଙ୍କ ଘର । ସାଇବେରିଆର ଅଲ୍‌ତାଇ ପର୍ବତରେ ଥିବା ରୁଷ୍‌ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କର ଏକ ଘର ନିଆଁରେ ଜଳିଯାଇଛି । ତେବେ ଏହି ଘରେ ନିଆଁ କିପରି ଲାଗିଲା, ତାହା ଏକ ରହସ୍ୟ ହୋଇଛି । କିନ୍ତୁ ଏ ନେଇ ୟୁକ୍ରେନ ଉପରେ ଦୋଷ ଲଗାଯାଉଛି । ଏହା ହେଉଛି ସେହି ଘର, ଯେଉଁଠାରେ…

କାଳ ହେଲା ବଜ୍ରପାତ, ଜଳି ପୋଡ଼ି ପାଉଁଶ ହୋଇଗଲା ୩୬ରୁ ଉର୍ଦ୍ଧ୍ୱ ଘର

ବାସୁଦେବପୁର ବ୍ଲକର ଆନ୍ଦୋଳା ପଞ୍ଚୟତର କାଶୀପୁର ଗାଁରେ ଘଟିଯାଇଛି ଅଭାବନୀୟ ଘଟଣା । ଏହି ଗାଁର ୭ ପରିବାରର ୧୬ ବଖରା ଘର ଓ ବିରସ ପଞ୍ଚାୟତର କାଳିଗଦି ଗ୍ରାମର ୧୪ ରୁ ଉର୍ଦ୍ଧ୍ୱ ପରିବାରର ୨୦ରୁ ଅଧିକ ଘର ଜଳି ପୋଡି ପାଉଁଶ ହୋଇଯାଇଛି । ଏହି ଅଗ୍ନିକାଣ୍ଡର ସଠିକ କାରଣ ଜଣାପଡିନଥିଲେ ବି ଏହା…

କ୍ଷଣିକରେ ଜଳି ପୋଡ଼ି ପାଉଁଶ ହୋଇଗଲା ଲକ୍ଷାଧିକ ଟଙ୍କାର ଧନ ସମ୍ପତ୍ତି, ହତାଶ ହୋଇ ପଡ଼ିଛନ୍ତି ଚକ୍ରଧର

ବାଲେଶ୍ବର (କେନ୍ୟୁଜ୍‌): ଗୋଟିଏ ଗୋଟିଏ ଟଙ୍କା ସଞ୍ଚୟ କରି ମାଟି ଘର ଟିଏ କରିଥିଲେ । କିନ୍ତୁ ଦଇବ ସାଜିଲା ଦାଉ । ଦିନ ଦ୍ୱିପ୍ରହରେ ହଠାତ ଲାଗିଲା ନିଆଁ । ଚାହୁଁ ଚାହୁଁ ନିଆଁ ଘର ସାରା ବ୍ୟାପିଗଲା । ଘର ପାଖ ପଡ଼ୋଶୀ ଯିଏ ଯୁଆଡ଼େ ଥିଲେ ଧାଇଁ ଆସିଲେ । କିନ୍ତୁ ସର୍ବଗିଳା ନିଆଁକୁ କିଏ ବା…

ସିଲିଣ୍ଡରରୁ ନିଆଁଲାଗି ଜଳିଗଲା ଘର: ମା’ ପୁଅ ଗରୁତର, ଝିଅ ଆହତ

ଆନନ୍ଦପୁର (କେନ୍ୟୁଜ): ଗ୍ୟାସ୍ ସିଲିଣ୍ଡରରୁ ନିଆଁ ଲାଗି ଜଳିଗଲା ଘର । ମା’ ଓ ପୁଅ ଗୁରୁତର ହୋଇଥିବା ବେଳେ ଝିଅ ଆହତ ହୋଇଛନ୍ତି । ଉପଖଣ୍ଡ ଘସିପୁରା ଥାନା ହାତିବନ୍ଧା ଗାଁରେ ଏଭଳି ଘଟଣା ଘଟିଛି । ସୂଚନା ଅନୁସାରେ ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା ହାତିବନ୍ଧା ଗାଁର ଶତୃଘ୍ନ ଖଟୁଆ ଙ୍କ…

 ମଦ ନିଶାରେ ଚୁର୍‌ ଯୁବକ ନିଜ ଘର ଜାଳିଦେଲା, ଏଭଳି ଏକ ଦୃଶ୍ୟ ଏବେ ଭାଇରାଲ ହେଉଛି, ସତ କି ନାହିଁ ସ୍ପଷ୍ଟ ହୋଇନାହିଁ

କନ୍ଧମାଳ (କେନ୍ୟୁଜ):   ମଦ ନିଶାରେ ଚୁର୍‌ ଯୁବକ ନିଜ ଘର ଜାଳିଦେଲା । ଏଭଳି ଏକ ଦୃଶ୍ୟ ଏବେ ଭାଇରାଲ ହେଉଛି। ତେବେ ଏହି ଘଟଣା କେଉଁ ଜିଲ୍ଲାର ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ଏହି ଘଟଣାଟି କନ୍ଧମାଳ ଜିଲ୍ଲା ସାହାଜଖାଲ ଗାଁର ହୋଇଥିବା ଚର୍ଚ୍ଚା ହେଉଛି। ଘର ଜାଳିବା ପରେ ମଦ୍ୟ ଯୁବକ ଜଣକ…