Browsing Tag

house owner drove away the tenant

କରୋନା ଦୁଃଖ : ଘର ଭଡ଼ା ଦେଇ ନ ପାରିବାରୁ ଘରୁ ତଡ଼ିଦେଲେ ଘର ମାଲିକ

ସୋର(କେନ୍ୟୁଜ୍‌) : କରୋନା ପାଇଁ ସାରା ଦେଶ ଠପ୍‌ ହୋଇଯାଇଛି । ଅଧିକାଂଶ ଅଫିସ୍‌ରେ ତାଲା । ଲକ୍‌ଡାଉନ୍‌ ଛଡ଼ାଇ ନେଇଛି ଜୀବନ ଜୀବିକା । ଜୀବନର ଗତି ଅଟକି ଯାଇଛି । ଦୈନିକ ରୋଜଗାର ଉପରେ ଚଳୁଥିବା ଲୋକଙ୍କ କଥା ତ ନ କହିବା ଭଲ । ସେମାନଙ୍କ ପାଇଁ ଯେଉଁଠି ଦୁଇ ଓଳି ଖାଇବା ବଡ଼ ସମସ୍ୟା ସେଠି…