ଟ୍ରେଲର ପୂର୍ବରୁ ସାମ୍ନାକୁ ଆସିଲା ହାଉସ୍ଫୁଲ୍ ୪ର ଦମ୍ଦାର ପୋଷ୍ଟର
ଆକ୍ସନ ଷ୍ଟାର ଅକ୍ଷୟ କୁମାରଙ୍କ ଆଗାମୀ ଫିଲ୍ମ ‘ହାଉସ୍ଫୁଲ ୪’ର ପୋଷ୍ଟର ରିଲିଜ୍ ହୋଇଛି। ବୁଧବାର ହାଉସ୍ଫୁଲ ୪ର ନିର୍ମାତା ଗୋଟିଏ ପରେ ଗୋଟିଏ ପୋଷ୍ଟର ସେୟାର କରି ଫିଲ୍ମ ବିଷୟରେ ସୂଚନା ଦେଇଛନ୍ତି। ପୋଷ୍ଟରରେ ଅକ୍ଷୟ କୁମାରଙ୍କ ସମେତ ଅନ୍ୟ କଳାକାରଙ୍କୁ ମଧ୍ୟ ଦେଖିବାକୁ ମିଳିଛି।…