ହଜିଯାଇଛି କି ଆପଣଙ୍କର ଭୋଟର ପରିଚୟ ପତ୍ର , ତେବେ ଏପରି ଦିଅନ୍ତୁ ନିଜର ଭୋଟ
କେନ୍ୟୁଜ୍ : ୨୦୧୯ ସାଧାରଣ ନିର୍ବାଚନ ପାଇଁ ପ୍ରସ୍ତୁତି ଜୋରଦାର । ଏହା ଭିତରେ ଭୋଟ ଦେବା ପାଇଁ ଆମ ମାନଙ୍କରରେ ବିଭିନ୍ନ ସମସ୍ୟା ମଧ୍ୟ ଆସିବ । ଯେପରି କି ଭୁଲ୍ ହୋଇଯାଇଥିବା ଭୋଟର କାର୍ଡ, ଭୋଟର କାର୍ଡ ହଜିଯିବା, ପୁଲିଙ୍ଗ ବୁଥ୍ ଚେକ୍ କରିବା ଆଦି ସମସ୍ୟା । ତଥାପି ଏସବୁ ଭିତରେ ପ୍ରତି ଲୋକ…