ପ୍ରେମ କରୁଛନ୍ତି କିନ୍ତୁ କହିବାକୁ ସାହସ କରିପାରୁନାହାନ୍ତି କି! ଏହି ଟିପ୍ସ ଆପଣାଇ କୁହନ୍ତୁ ନିଜ ମନ କଥା
କୌଣସି ପୁରୁଷ ବା ମହିଳାଙ୍କ ମନ ଜିତିବା ଏତେଟା ସହଜ ନୁହେଁ। ପୂର୍ବରୁ ଝିଅଙ୍କ ହୃଦୟ ଜିତିବା ପାଇଁ ପୁଅମାନେ ବିଭିନ୍ନ ଉପାୟ ଆପଣାଉଥିବା ବେଳେ ଏବେ ଯୁଗ ସହ ଲୋକଙ୍କ ଚିନ୍ତାଧାରା ମଧ୍ୟ ବଦଳିଛି। ଏବେ ଝିଅମାନେ ମଧ୍ୟ ପୁଅଙ୍କୁ ଇମ୍ପ୍ରେସ୍ କରିବାକୁ ବିଭିନ୍ନ କାମ କରୁଥିବା ଦେଖାଯାଇଛି।…