ଆଉ Sim card ରୁ ହେବ ନାହିଁ ଡାଟା ଚୋରି, ଏହି ଟିପ୍ସ ଦ୍ୱାରା ନିଜ ତଥ୍ୟକୁ ରଖିପାରିବେ ଏକଦମ ସୁରକ୍ଷିତ
କେବେ ବି ଆପଣଙ୍କ ସିମ୍ କାର୍ଡକୁ କୌଣସି ବ୍ୟକ୍ତିଙ୍କୁ ବ୍ୟବହାର କରିବା ପାଇଁ ଦିଅନ୍ତୁ ନାହିଁ । ଯଦି ଆପଣ ଏପରି କରୁଛନ୍ତି ତ ଆପଣଙ୍କ ସିମ୍ କାର୍ଡ ଭୁଲ ଭାବେ ବ୍ୟବହାର କରାଯାଇପାରେ । ଯଦି ଆପଣଙ୍କ ସିମ୍ କାର୍ଡ ଭୁଲ ଭାବେ ବ୍ୟବହାର ହୁଏ,ତେବେ ଆପଣଙ୍କୁ ପୋଲିସ ଷ୍ଟେସନର ଚକ୍କର କାଟିବାକୁ…