ପିଲାଙ୍କୁ ପୁଷ୍ଟି ଯୋଗାଇବା ସହ ଇମ୍ୟୁନିଟି ସିଷ୍ଟମ୍କୁ ବି ମଜଭୁତ କରେ ବାଦାମ ପାଉଡର, ଆଜିଠୁ ଭୋଜନରେ କରନ୍ତୁ ସାମିଲ
ବାଦାମରେ ଅନେକ ପୌଷ୍ଟିକ ତତ୍ତ୍ୱ ରହିଛି ଯାହା ଶରୀରକୁ ମଜଭୁତ ତଥା ରୋଗମୁକ୍ତ ରଖିବାରେ ସାହାଯ୍ୟ କରେ। ଛୋଟ ପିଲାଙ୍କ ପାଇଁ ଏହା ବେଶ୍ ଲାଭକାରୀ ହୋଇଥାଏ। ମାତ୍ର ପିଲାମାନେ ବାଦାମ ଖାଇବାକୁ ଆଦୌ ପସନ୍ଦ କରନ୍ତି ନାହିଁ। ଆପଣଙ୍କ ପିଲା ବି ଯଦି ବାଦାମ ଖାଇବାକୁ ଇଚ୍ଛା କରୁନାହିଁ ତେବେ ଆପଣ…