Browsing Tag

how to ride bike

ବର୍ଷାଦିନେ ବାଇକ୍‌ ଚଲାଉଥିଲେ ଏସବୁ ଦିଗ ପ୍ରତି ନିଶ୍ଚୟ ଦିଅନ୍ତୁ ଧ୍ୟାନ, ହେବନି ଦୁର୍ଘଟଣା

ବର୍ତ୍ତମାନ ଋତୁ ପରିବର୍ତ୍ତନ ଯୋଗୁ କେତେବେଳେ ଯେ କେଉଁ ଭଳି ପାଗ ହେଉଛି କିଛି ଜଣାପଡ଼ୁନାହିଁ। ସକାଳେ ମୁଣ୍ଡଫଟା ଖରା ହେଉଥିବା ବେଳେ ସନ୍ଧ୍ୟାରେ ନିର୍ଧୁମ୍‌ ବର୍ଷା ଛେଚୁଛି। ଏଣୁ ଏଭଳି ପରିସ୍ଥିତିର ମୁକାବିଲା କରିବାକୁ ଲୋକମାନେ ସବୁବେଳେ ତୟାର ଥିବା ଦେଖିବାକୁ ମିଳୁଛି। ବର୍ଷା ପାଇଁ ଆମେ…