Browsing Tag

how to store banana

ଆଉ କଳା ପଡ଼ିବନି ପାଚିଲା କଦଳୀ, ଏମିତି ଷ୍ଟୋର୍‌ କଲେ ସପ୍ତାହେ ଯାଏଁ ରହିଥିବା ଫ୍ରେସ୍‌

କଦଳୀ ଏକ ଏଭଳି ଫଳ ଯାହାକୁ ଖାଇବାକୁ ସମସ୍ତେ ପସନ୍ଦ କରିଥାନ୍ତି। ପନିପରିବା କିଣିବା ବେଳେ ଲୋକେ ଡଜନେ କଦଳୀ କିଣିଆଣିଥାନ୍ତି। କିନ୍ତୁ ଏହା ଦିନେରୁ ଦୁଇଦିନ ପରେ ଖରାପ ହେବା ଆରମ୍ଭ କରେ। ଏହି ସମସ୍ୟାରୁ ବର୍ତ୍ତିବାକୁ କିଛି ଲୋକ ଅଧା କଞ୍ଚା ଥିବା କଦଳୀ କିଣନ୍ତି। କିନ୍ତୁ ତାହାର ସ୍ୱାଦ ଭଲ…