ଡବଲ ମାସ୍କ ପିନ୍ଧୁଥିବା ଅଧିକାଂଶ ଲୋକ ଜାଣିନାହାନ୍ତି ଏହାକୁ ପିନ୍ଧିବାର ସଠିକ ଶୈଳୀ, ଜାଣନ୍ତୁ କେମିତି ପିନ୍ଧିବେ ୨ଟି…
ବର୍ତ୍ତମାନ କରୋନା ମହାମାରୀ ସମସ୍ତଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିପକାଇଛି। ଏହି ଭାଇରସ ସହ ଲଢ଼ିବାକୁ ମାସ୍କ ପିନ୍ଧିବାକୁ ଓ ସାମାଜିକ ଦୂରତା ଅବଲମ୍ବନ କରିବାକୁ କୁହାଯାଉଛି। ତେବେ ଧୀରେ ଧୀରେ ଭାଇରସ ଅଧିକ ସଂକ୍ରାମକ ହେଉଥିବାରୁ ବିଶେଷଜ୍ଞମାନେ ଏବେ ଡବଲ ମାସ୍କ ବ୍ୟବହାର କରିବାକୁ ପରାମର୍ଶ…