Browsing Tag

Howrah Mumbai train

ହାୱଡ଼ା-ମୁମ୍ବାଇ ରେଲ ଦୁର୍ଘଟଣା : ୨ ମୃତକ ରାଉରକେଲାର, ପରିବାର ପକ୍ଷରୁ ସୂଚନା

ରାଉରକେଲା : ହାଓଡ଼ା ମୁମ୍ବାଇ ଏକ୍ସପ୍ରେସ ଲାଇନଚ୍ୟୁତ ଘଟଣାରେ ରାଉରକେଲାର ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ଦୁଇ ଜଣଙ୍କ ମୃତ୍ୟୁ ନେଇ ପରିବାର ପକ୍ଷରୁ ସୂଚନା ମିଳିଛି । ଜଣେ ରାଉରକେଲା ମାଲଗୋଦାମ ଅଞ୍ଚଳର ଅଜିତ ସାମଲ ଏବଂ ରେଲୱେ କଲୋନୀ ଅଞ୍ଚଳର ଟି ପି ରାଓ ବୋଲି ସୂଚନା ମିଳିଛି। ରେଳବାଇ…