ସିଙ୍ଗଲ ଚାର୍ଜରେ ୧୬ ଘଣ୍ଟାର ବ୍ଯାକଅପ୍ ଦେବ HP Chromebook 11a ଲାପଟପ୍, ଜାଣନ୍ତୁ କ’ଣ ରହିଛି ଦାମ୍ ଏବଂ ଫିଚର୍ସ
HP Chromebook 11a ଭାରତରେ ଲଞ୍ଚ ହୋଇସାରିଛି। ଏହା HP ର ଶସ୍ତା ଲାପଟପ୍। ଛାତ୍ରଛାତ୍ରୀ ଏବଂ ପ୍ରଥମ ଥର ପାଇଁ କିଣୁଥିବା ୟୁଜର୍ସଙ୍କ ପାଇଁ ଏହାର ପ୍ରାରମ୍ଭିକ ଦାମ୍ ୨୧,୯୯୯ ଟଙ୍କା ରହିଛି। ଯାହାକୁ ଆପଣ ଫ୍ଲିପକାଟର୍ରୁ କିଣିପାରିବେ। ଏହା ସିଙ୍ଗଲ ଚାର୍ଜରେ ୧୬ ଘଣ୍ଟାର ବ୍ଯାକଅପ୍ ଦେଇଥାଏ।…