୩୦ ଦିନରେ ୩୦ ହଜାର ବିବାହ ପ୍ରସ୍ତାବ, ଅଭିନେତା ନିଜେ ଏପରି କଲେ ଖୁଲାସା
ବଲିଉଡରେ ପ୍ରତିବର୍ଷ ଅନେକ ଷ୍ଟାର୍ ଏଣ୍ଟ୍ରି କରନ୍ତି, କିନ୍ତୁ କେତେଜଣ ତାଙ୍କର ପ୍ରଥମ ଫିଲ୍ମ ସହିତ ଇତିହାସ ରଚିଥାନ୍ତି । ଏମିତି ଏକ ସମୟ ୨୦୦୦ ମସିହାରେ ଆସିଥିଲା, ଯେତେବେଳେ ଜଣେ ନୂଆ ଅଭିନେତା ବଡ଼ ପରଦାରେ ପାଦ ଦେଇଥିଲେ । ତାଙ୍କର ଚମତ୍କାର ହସ, ନୃତ୍ୟ ଏବଂ ଉତ୍କୃଷ୍ଟ ଅଭିନୟ ସହିତ, ସେ…