ରିଲିଜ ହେବା ମାତ୍ରେ ୟୁଟ୍ୟୁବରେ ଧୁମ ମଚାଉଛି ଫିଲ୍ମ ‘ଓ୍ଵାର’ର ଦ୍ଵିତୀୟ ଗୀତ ‘ଜୟ ଜୟ ଶିବ ଶଙ୍କର’
ଫିଲ୍ମ ‘ଓ୍ଵାର’ର ଦ୍ୱିତୀୟ ଗୀତ ‘ଜୟ ଜୟ ଶିବ ଶଙ୍କର’ ରିଲିଜ ହୋଇଛି। ୟୁଟ୍ୟୁବରେ ରିଲିଜ ହେବା ସଙ୍ଗେ ସଙ୍ଗେ ଏକ ଘଣ୍ଟାରେ ପାଞ୍ଚ ଲକ୍ଷ ଲୋକେ ଦେଖିସାରିଲେଣି। ହିନ୍ଦୀ ସିନେମାର ଦୁଇ ଧମାକାଦାର ଡ୍ୟାନ୍ସର ହ୍ରିତିକ ଏବଂ ଟାଇଗରଙ୍କ ଡ୍ୟାନ୍ସ ଏହି ଗୀତରେ ଧମାଲ କରୁଛି। ହୋଲିକୁ ନେଇ ଫିଲ୍ମର…