ଫିଲ୍ମ ‘ଫାଇଟର୍’ରେ ବୋଲ୍ଡ ସିନ୍ କରି ଫସିଲେ ହ୍ରିତିକ ରୋଶନ-ଦୀପିକା ପାଦୁକୋନ, ଆସିଲା ଲିଗାଲ୍ ନୋଟିସ
ସିନେମାହଲରେ 'ଫାଇଟର୍' ରିଲିଜ୍ ହେବା ସହ ହ୍ରିତିକ୍ ରୋଶନ୍-ଦୀପିକା ପାଦୁକୋନଙ୍କ ଯୋଡି ଖୁବ ଚର୍ଚ୍ଚାରେ ରହିଛି । ଫିଲ୍ମ ରିଳିଜର ଦୁଇ ସପ୍ତାହ ପରେ ମଧ୍ୟ ସିନେମହଲରେ ଏହାର କ୍ରେଜ କମିନି । ହ୍ରିତିକ ରୋଶନ-ଦୀପିକା ପାଦୁକୋନ ଉଭୟଙ୍କୁ ଏୟାରଫୋର୍ସ ୟୁନିଫର୍ମରେ ଦେଖିବାକୁ ମିଳିଛି । ଉଭୟଙ୍କ…