Browsing Tag

hritik roshan

ଲକ୍‌ଡାଉନ୍‌ରେ ସାମ୍ନାକୁ ଆସିଲା କଳାକାରଙ୍କ ପ୍ରକୃତ ରୂପ, ପାଚିଲା ଚୁଟି ସହ ବିନ୍ଦାସ ଅନ୍ଦାଜରେ ଆସିଲେ ନଜର

ବଲିଉଡ୍‌ କଳାକାର ନିଜ ଲୁକ୍‌ ଉପରେ ସବୁଠୁ ଅଧିକ ଧ୍ୟାନ ଦେଇଥାନ୍ତି। ନିଜକୁ କମ୍‌ ବୟସର ଦେଖାଇବା ପାଇଁ ସେମାନେ ବିଭିନ୍ନ ବିୟୁଟି ପ୍ରଡକ୍ଟ ବ୍ୟବହାର କରିଥାନ୍ତି। ମାତ୍ର ଲକ୍‌ଡାଉନ୍‌ ଯୋଗୁ ଏବେ କଳାକାରଙ୍କ ପ୍ରକୃତ ରୂପ ସାମ୍ନାକୁ ଆସିଛି। ଲକ୍‌ଡାଉନ୍‌ ଯୋଗୁ ଘରେ ଥିବା କଳାକାର ଏବେ ନିଜ…

‘ଯାଦୁ’କୁ ମନେପକାଇଲେ ହ୍ରିତିକଙ୍କ ମା, ଇନଷ୍ଟାଗ୍ରାମରେ ଫଟୋ ସେୟାର କରି ଲେଖିଲେ ଏମିତି କିଛି

ବର୍ତ୍ତମାନ ଲକଡାଉନ ଜାରି ରହିଥିବାରୁ ସୋସିଆଲ ମିଡିଆରେ କଳାକାରମାନେ ଖୁବ ଆକ୍ଟିଭ ରହୁଛନ୍ତି। ଏଭଳି ସମୟରେ ଷ୍ଟାର୍ସମାନେ କେବଳ ନିଜ ଫ୍ୟାନ୍ସମାନଙ୍କର ନୁହଁନ୍ତି ବରଂ ନିଜର ସୌକ ମଧ୍ୟ ପୁରା କରୁଛନ୍ତି। ଏହା ମଧ୍ୟରେ ହ୍ରିତିକ ରୋସନଙ୍କ ମା ପିଙ୍କିଙ୍କୁ ଯାଦୁ କଥା ମନେପଡିଛି।…

ହଲିଉଡରେ କାମ କରିବେ ହ୍ରିତିକ, ‘ଦି ଗେର୍ଶ ଏଜେନ୍ସି’ ସହିତ ହେଲେ ଜଡିତ

ବଲିଉଡ୍‌ର ଦେଶୀ ଗାର୍ଲ ପ୍ରିୟଙ୍କା ଚୋପ୍ରା, ଏବଂ ଦୀପିକାଙ୍କ ପରେ ହଲିଉଡ୍‌ରେ ନିଜ ଟ୍ୟାଲେଣ୍ଟ୍‌ ଦେଖାଇବାକୁ ଯାଉଛନ୍ତି ବଲିଉଡର ହ୍ୟାଣ୍ଡସମ୍‌ ହଙ୍କ ହ୍ରିତିକ ରୋଶନ। ଖବର ମୁତାବକ, ହ୍ରିତିକ୍‌ ହଲିଉଡ୍‌ର ଟ୍ୟାଲେଣ୍ଟ ଏଜେନ୍ସି ‘ଦି ଗେର୍ଶ ଏଜେନ୍ସି’ ସହ ଜଡିତ ହୋଇଛନ୍ତି। ଏହା ପରେ…

ସୋସିଆଲ ମିଡିଆକୁ ବ୍ଲାଷ୍ଟ କରୁଛି ଯୁବକଙ୍କ ଖତରନାକ୍‌ ଡ୍ୟାନ୍ସ, ଭିଡିଓ ଦେଖି ହ୍ରିତିକ ରୋସନଙ୍କ ଠାରୁ ରେମୋ ଡିସୁଜା…

ସୋସିଆଲ ମିଡିଆ ମାଧ୍ୟମରେ ଗୋଟିଏ ରାତି ମଧ୍ୟରେ ଲୋକମାନେ ଫେମସ୍‌ ହେଉଥିବା ଅନେକ ଉଦାହରଣ ଆମେ ଦେଖିଛନ୍ତି। ଏହି ଉଦାହରଣ ମଧ୍ୟରୁ ଜଣେ ହେଉଛନ୍ତି ରେଳ ଷ୍ଟେସନରେ ଗୀତ ଗାଉଥିବା ରାନୁ ମଣ୍ଡଳ। ଯାହାଙ୍କର ଗୀତ ସୋସିଆଲ ମିଡିଆରେ ବ୍ଲାଷ୍ଟ କରିଥିଲା। ରାତାରାତି ରାନୁ ମଣ୍ଡଳ ପାଲଟିଯାଇଥିଲେ…

ରଣବୀର ନୁହେଁ ହ୍ରିତିକ ପୂରା କଲେ ଦୀପିକାଙ୍କ ଇଚ୍ଛା, ଏବେ ସୋସିଆଲ ମିଡିଆରେ ଭିଡିଓ ହେଉଛି ଭାଇରାଲ୍‌

ବଲିଉଡ ସୁପରଷ୍ଟାର ହ୍ରିତିକ ରୋଶନ ଏବଂ ଅଭିନେତ୍ରୀ ଦୀପିକା ପାଦୁକନଙ୍କର ଏକ ଭିଡିଓ ଇଣ୍ଟରନେଟରେ ଖୁବ ଭାଇରଲ ହେଉଛି।ଭିଡିଓରେ ହ୍ରିତିକ ରୋଶନ, ଦୀପିକା ପାଦୁକନଙ୍କର ଏକ ଇଚ୍ଛାକୁ ପୂରଣ କରୁଥିବା ଦେଖିବାକୁ ମିଳୁଛି। ବଲିଉଡର ମସ୍ତାନୀ ଦୀପିକା ପାଦୁକନ ଏବଂ ଆକ୍ଟର ହ୍ରିତିକ ରୋଶନ ନିକଟରେ…

ଦ୍ୱିଧାରେ ହ୍ରିତିକ, ‘କ୍ରିସ ୪’ ପାଇଁ କଲେ ଏହି ଅଭିନେତ୍ରୀଙ୍କ ସୁପାରିଶ

ଫିଲ୍ମ ‘ସୁପର ୩୦ ଏବଂ ଓ୍ଵାର’ ସୁପରହିଟ୍‌ ହେବା ପରେ ହ୍ରିତିକ ଏବେ ଦ୍ୱିଧାରେ ରହିଛନ୍ତି। ହ୍ରିତିକ ନିଜ ହୋମ ପ୍ରଡକ୍ସନ ଫିଲ୍ମ ‘କ୍ରିସ୍‌ ୪’ ଖୁବଶୀଘ୍ର ଆରମ୍ଭ କରିବାକୁ ଯାଉଛନ୍ତି। ଏହି ଫିଲ୍ମ ପାଇଁ ହ୍ରିତିକ କଳାକାର ପାଇଁ ଅଡିସନ ଆରମ୍ଭ କରିଦେଇଛନ୍ତି। ଏହି ଫିଲ୍ମ ପାଇଁ ହ୍ରିତିକ ମୃଣାଳ…

ଛୋଟ ବେଳୁ ମଧ୍ୟ ନିଜ ଡ୍ୟାନ୍ସ ଷ୍ଟାଇଲରେ ଦିଓ୍ଵାନା କରୁଥିଲେ ହ୍ରିତିକ, ଦେଖନ୍ତୁ ଭିଡିଓ

ବଲିଉଡର ହ୍ୟାଣ୍ଡସମ୍‌ ହିରୋ ହ୍ରିତିକ ରୋଶନ ନିଜ ଅଭିନୟ ସହିତ ଡ୍ୟାନ୍ସ ପାଇଁ ବେଶ୍‌ ଚର୍ଚ୍ଚିତ। ହ୍ରିତିକଙ୍କ ଡ୍ୟାନ୍ସରେ ସମସ୍ତେ ପାଗଳ। ହ୍ରିତିକ ଏହି ଇଣ୍ଡଷ୍ଟ୍ରୀକୁ ଆସିବା ପୂର୍ବରୁ ଜଣେ ଭଲ ଡ୍ୟାନ୍ସର ମଧ୍ୟ ଥିଲେ। ନିକଟରେ ହ୍ରିତିକ ତାଙ୍କ ଫ୍ୟାନ ପେଜରେ ଏକ ଭିଡିଓ ସେୟାର କରିଥିଲେ।…

ପ୍ରେମ ନା ପାଗଳାମୀ, ହ୍ରିତିକଙ୍କ ଫ୍ୟାନ୍‌ ବୋଲି ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ

ସବୁ ସମ୍ପର୍କରେ ଉତ୍ତମ ବୁଝାମଣା ରହିବା ନିହାତି ଆବଶ୍ୟକ। ଖାସ୍‌ କରି ସ୍ୱାମୀ ସ୍ତ୍ରୀ ପରସ୍ପରକୁ ବୁଝିବା ଅଧିକ ଜରୁରୀ। ନଚେତ୍‌ ଜୀବନ ରୂପକ ଡଙ୍ଗା ଠିକ୍‌ ଭାବେ ସମୟର ସୁଅରେ ଆଗକୁ ଯାଇପାରିବ ନାହିଁ। ଯେଉଁ ସମ୍ପର୍କରେ ପରସ୍ପର ପ୍ରତି ସମ୍ମାନ ନଥାଏ, ତାହା ଅଧିକ ଦିନ ଯାଏଁ…

‘ଘୁଙ୍ଗୁର’ ଗୀତରେ କଲେଜ ଛାତ୍ରଙ୍କ ସହିତ ହ୍ରିତିକ କଲେ ଜବରଦସ୍ତ ଡ୍ୟାନ୍ସ, ଭିଡିଓ ହେଉଛି ଭାଇରାଲ

ହ୍ରିତିକ ରୋଶନଙ୍କ ଫିଲ୍ମ ‘ଓ୍ଵାର’ର ଗୀତ ‘ଘୁଙ୍ଗୁର’ ଖୁବ୍‌ ଧମାଲ କରିଥିଲା। ଏହି ଗୀତରେ ହ୍ରିତିକ ଏବଂ ବାଣୀଙ୍କ ଜବରଦସ୍ତ ଡ୍ୟାନ୍ସ ଏବଂ କେମେଷ୍ଟ୍ରି ଦେଖିବାକୁ ମିଳିଥିଲା। ଦୁହିଁଙ୍କ ଧମାକାଦାର ଡ୍ୟାନ୍ସ ଦର୍ଶକଙ୍କ ମନ କିଣିନେଇଥିଲା। ଏବେ ନିକଟରେ ସୋସିଆଲ ମିଡିଆରେ ହ୍ରିତିକଙ୍କ ଏକ…

ମୁମ୍ବାଇର ଡନ୍‌ ସାଜିବେ ହ୍ରିତିକ, ୯ ବର୍ଷ ପରେ ଭନସାଲୀଙ୍କ ସହିତ କରିବେ କାମ

ଆପଣ ଆଶ୍ଚର୍ଯ୍ୟ ହୋଇଯାଉଥିବେ ନିଶ୍ଚିତ। ବଲିଉଡର ହ୍ୟାଣ୍ଡସମ୍‌ ହଙ୍କ ପୁଣି କ’ଣ ପାଇଁ ସାଜିବେ ଡନ୍‌। କଥା କ’ଣ କି ସଞ୍ଜୟ ଲୀଲା ଭନସାଲୀ ଏବେ ‘ଗଙ୍ଗୁବାଈ କାଠିଆଓ୍ୱାଡି’ ଟାଇଟଲରେ ଏକ ଫିଲ୍ମ ନିର୍ମାଣ କରୁଛନ୍ତି। ଏହି ସିନେମାରେ ସୁପରଷ୍ଟାର ହିତ୍ରିକ ରୋଶନଙ୍କୁ ଏକ ଗୁରୁତ୍ୱପୂର୍ଣ୍ଣ…