ସୋସିଆଲ ମିଡିଆକୁ ବ୍ଲାଷ୍ଟ କରୁଛି ଯୁବକଙ୍କ ଖତରନାକ୍ ଡ୍ୟାନ୍ସ, ଭିଡିଓ ଦେଖି ହ୍ରିତିକ ରୋସନଙ୍କ ଠାରୁ ରେମୋ ଡିସୁଜା…
ସୋସିଆଲ ମିଡିଆ ମାଧ୍ୟମରେ ଗୋଟିଏ ରାତି ମଧ୍ୟରେ ଲୋକମାନେ ଫେମସ୍ ହେଉଥିବା ଅନେକ ଉଦାହରଣ ଆମେ ଦେଖିଛନ୍ତି। ଏହି ଉଦାହରଣ ମଧ୍ୟରୁ ଜଣେ ହେଉଛନ୍ତି ରେଳ ଷ୍ଟେସନରେ ଗୀତ ଗାଉଥିବା ରାନୁ ମଣ୍ଡଳ। ଯାହାଙ୍କର ଗୀତ ସୋସିଆଲ ମିଡିଆରେ ବ୍ଲାଷ୍ଟ କରିଥିଲା। ରାତାରାତି ରାନୁ ମଣ୍ଡଳ ପାଲଟିଯାଇଥିଲେ…