Browsing Tag

huawei

ବଜାରକୁ ଆସିବ ସ୍ମାର୍ଟ ସ୍କୁଲ ବ୍ୟାଗ, ଏବେ ବାପା ମାଆ ଦୂରରେ ଥାଇ ମଧ୍ୟ ନିଜ ପିଲାଙ୍କ ଉପରେ ରଖିପାରିବେ ନଜର

ଏକ ଏଭଳି ସ୍ମାର୍ଟ ସ୍କୁଲ ବ୍ୟାଗ ବଜାରକୁ ଆସିବାକୁ ଯାଉଛି, ଯାହା ପିଲାଙ୍କୁ ନେଇ ହେଉଥିବା ମାତା ପିତାଙ୍କ ଟେନସନକୁ ଦୂର କରିବ । କାରଣ ଏହି ବ୍ୟାଗରେ ଲାଗିଛି ସ୍ମାର୍ଟ ଏଲସିଡି ଡିସପ୍ଲେ ସହ ଜିପିଏସ୍‌ ସିଷ୍ଟମ। ଏହାଦ୍ୱାରା ମାତା ପିତା ଦୂରରେ ରହି ମଧ୍ୟ ନିଜ ପିଲାଙ୍କ ଉପରେ ନଜର…

Huaweiର ଏମିତି ଫୋନ, ଯାହାର ସ୍କ୍ରିନ୍‌ ଆପେ ହୋଇଯିବ ୬ରୁ ୧୧ ଇଞ୍ଚ; ଜାଣନ୍ତୁ ଫିଚର୍ସ

Huawei ଆଉ ଏକ ସ୍ମାର୍ଟଫୋନର ପେଟେଣ୍ଟ କରେଇଛି, ଯେଉଁଥିରେ ରୋଲ୍‌ କରିବା ଯୋଗ୍ୟ ଡିସ୍‌ପ୍ଲେ ରହିଛି। ନିକଟରେ ଆର୍କ ଡିସ୍‌ପ୍ଲେ ଥିବା ଫୋନର ଖବର ଚର୍ଚ୍ଚାକୁ ଆସିଥିଲା। ଏବେ ନୂଆ ପେଟେଣ୍ଟ ରୋଲେବଲ୍‌ ଡିସ୍‌ପ୍ଲେ ଏବଂ ଟ୍ରିପଲ କ୍ୟାମେରା ସେଟ୍‌ଅପ ସହିତ ଆଉ ଏକ ଫ୍ୟୁଚରିଷ୍ଟିକ୍‌ ମେଟ୍‌ ମଡେଲର…

ଲଞ୍ଚ ହେଲା Huawei Freebuds Studioର ହେଡଫୋନ, ୨୪ ଘଣ୍ଟା ଦେଉଛି ବ୍ୟାଟେରି ବ୍ୟାକଅପ୍‌

Huawei କମ୍ପାନୀ ମେଟୋ ୪୦ ସିରିଜ ସହିତ Huawei FreeBuds Studion ନାମକ ନିଜର ଏକ ନୂଆ ହେଡଫୋନ ମଧ୍ୟ ଲଞ୍ଚ କରିଛି। Huaweiର ଏହି ହେଡଫୋନରେ Active voice Cancellation (ANC) ଏବଂ Omni Directional Microphone ରହିଛି। ଏହା Huawei Freebuds Studio କମ୍ପାନୀର ପ୍ରଥମ…

ଖୁବ ଶୀଘ୍ର ଭାରତ ବଜାରରେ Huawei ଲଞ୍ଚ କରିବ ପ୍ରିମିୟମ ଟ୍ୟାବଲେଟ

ବିଶ୍ୱପ୍ରଶିଦ୍ଦ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ Huawei ଖୁବ ଶୀଘ୍ର ନିଜ ନୂଆ ପ୍ରିମିୟମ ଟ୍ୟାବଲେଟ ଲଞ୍ଚ କରିବାକୁ ଯାଉଛି । ହୂବବେର ଏହି ନୂଆ ଟ୍ୟାବଲେଟରେ ହର୍ମାନ କର୍ଡନ ସମେତ କ୍ବାର୍ଡନ ସ୍ପିକରର ସୁବିଧା ମିଳିପାରିବ । ଏସବୁ ବାଦ ଗ୍ରାହକଙ୍କୁ ପ୍ରିମିୟମ ଡିଜାଇନ ସହ ବଡ଼ି ଡିଷ୍ପ୍ଲେର…

ବିଶ୍ୱସ୍ତରରେ Huawei କମ୍ପାନୀ ଲଞ୍ଚ କଲା ନୂଆ ଫୋଲଡ଼େବଲ ଫୋନ, ଯାହାର ଦର ରହିଛି ଏତିକି ଟଙ୍କା

ଚୀନ ସ୍ମାର୍ଟଫୋନ ନିର୍ମାତା କମ୍ପାନୀ ହୂବବେ ନିଜ ଲାଟେଷ୍ଟ ଫୋଲଡ଼େବଲ ଫୋନ Huawei mate xsକୁ ବିଶ୍ୱସ୍ତରରେ ଲଞ୍ଚ କରିଛି । ୟୁଜରଙ୍କୁ ଏହି ଫୋନରେ କିରିନ ୯୯୦ ୫ଜି ଏସଓସି ସମେତ କୁଲିଙ୍ଗ ସିଷ୍ଟମର ସପୋର୍ଟ ବି ମିଳିପାରିବ । ଏହା ପୂର୍ବରୁ ଭାରତରେ କମ୍ପାନୀ ତରଫରୁ ଲଞ୍ଚ ହୋଇଥିବା Huawei…

ଶସ୍ତାରେ କିଣନ୍ତୁ 5G ସ୍ମାର୍ଟଫୋନ, ଜାଣନ୍ତୁ କେତେ ରହିଛି ଦାମ୍‌

ଯଦି ଆପଣ ନୂଆବର୍ଷରେ 5G ସ୍ମାର୍ଟଫୋନ କିଣିବା ପାଇଁ ଇଛା କରୁଛନ୍ତି ତେବେ ଏହାର ଦାମ ହିଁ ଆପଣଙ୍କୁ ସମସ୍ୟାରେ ପକାଇପାରେ। କିନ୍ତୁ ଆପଣ ଏଥିପାଇଁ କିଛି ଦିନ ଅପେକ୍ଷା କଲେ ନିଶ୍ଚିନ୍ତ ଲାଭ ପାଇପାରିବେ କାରଣ ଚାଇନିଜ୍‌ ସ୍ମାର୍ଟଫୋନ ମେକର ହ୍ୟୁଆଇ 5G ସପୋର୍ଟ ଭଳି ଡିଭାଇସ୍‌ ନେଇ ଆସୁଛି।…

ସାମସଙ୍ଗ ଉଡାଇଲା Huaweiର ମଜାକ, ଜାଣନ୍ତୁ କାରଣ

ଚୀନର ପ୍ରମୁଖ କମ୍ପାନୀ Huawei କିଛିଦିନ ତଳେ Huawei mate 30 ସିରିଜ ଲଞ୍ଚ କରିଥିଲା । ସେହି ସମୟରେ Huawei mate 30 ସିରିଜର ଡିଭାଇସ ଗୁଡିକ ସାମସଙ୍ଗ ଗ୍ୟାଲେକ୍ସି ନୋଟ 10 ଲାଇନ-ଅପକୁ କଡା ଟକ୍କର ଦେଇଥିଲା କିନ୍ତୁ Huawei mate 30 ସିରିଜର ଡିଭାଇସରେ ୟୁଜର୍ସ ମାନଙ୍କୁ ଆମେରିକା ଏବଂ…

ହୁୱାଇର ବଢ଼ିଲା ଅସୁବିଧା, ଆଣ୍ଡ୍ରୋଏଡର ଅଫିସିଆଲ ସାଇଟରୁ ହଟାଗଲା ସ୍ମାର୍ଟଫୋନ

ନୂଆଦିଲ୍ଲୀ : ଆମେରୀକି ଦ୍ବାରା ଚାଇନା କମ୍ପାନୀ ହୁଓ୍ବାଇ ଉପରେ ବ୍ଯାନ ଲଗାଯାଇଛି। ଏନେଇ ଦିନକୁ ଦିନ କମ୍ପାନୀର ଅସୁବିଧା ବଢ଼ିବାରେ ଲାଗିଛି। ପୂର୍ବରୁ ଗୁଗୁଲ ହୁୱାଇ ମୋବାଇଲ ମାନଙ୍କରେ କୌଣସି ପ୍ରକାରର ଅପଡେସନ ଦେବ ନାହିଁ କହିଥିବା ବେଳେ ଗତ କାଲି ଏହାର ଏସଡି କାର୍ଡ ବ୍ଯବହାର ଉପରେ ରୋକ…

ହୁୱାଇରେ ଲାଗିଲା ଆଉ ଏକ ପ୍ରତିବନ୍ଧକ,ଫ୍ୟୁଚର ଡିଭାଇସରେ ରହିବ ନାହିଁ SD କାର୍ଡ

ନୂଆଦିଲ୍ଲୀ : ଗୁଗୁଲ ଦ୍ବାରା ହୁୱାଇ ସ୍ମାର୍ଟଫୋନ ଏବଂ ଆନଣ୍ଡ୍ରୋଏଡ ଅପରେଟିଂ ସିଷ୍ଟମରେ ଅପଡେଟକୁ ବନ୍ଦ କରିବା ପରେ ଏବଂ ମାଇକ୍ରୋସପ୍ଟ ଦ୍ବାରା ଅନଲାଇନ ଷ୍ଟୋର ମାନଙ୍କରେ ହୁୱାଇରୁ ଲାପଟପ୍ ହଟାଇବା ପରେ ଏବେ ଗ୍ରାହକଙ୍କୁ ଦେଇଛି ଆଉ ଏକ ଝଟକା। ମେମୋରୀ କାର୍ଡର ଷ୍ଟାଣ୍ଡ୍ରାର୍ଡ ନିର୍ଧାରିତ…

ହୁୱାଇ ୟୁଜର୍ସଙ୍କୁ ବଡ ଝଟକା, ମୋବାଇଲରେ ଆଉ କାମ ଦେବନି ଗୁଗୁଲ

ନୂଆଦିଲ୍ଲୀ : ଆମେରିକୀୟ କମ୍ପାନୀ ଗୁଗୁଲର ବ୍ୟବହାର ଖୁବ ଶୀଘ୍ର ଚାଇନା ସ୍ମାର୍ଟଫୋନ ହୁଓ୍ବାଇରେ ବନ୍ଦ ହେବାକୁ ଯାଉଛି। ସୂଚନା ଅନୁଯାୟୀ ହୁଓ୍ବାଇ ସହ ଗୁଗୁଲ ତାହାର ପାଟର୍ନରସିପ୍ ଭାଙ୍ଗିବାକୁ ଯାଉଛି। ଖାଲି ତାହା ନୁହଁ ସାରା ଦୁନିଆରେ ହୁୱାଇକୁ ବ୍ଳକଲିଷ୍ଟ କରିବାକୁ ପାଇଁ ଅନୁରୋଧ କରିଛି…

 ଆମାଜନରେ ଆରମ୍ଭ ହେଲା ହୁୱାଇର ସେଲ, ୧୦ହଜାର ପର୍ଯ୍ଯନ୍ତ ରହିଛି ରିହାତି

ନୂଆଦିଲ୍ଲୀ : ମୋବାଇଲ ବ୍ରାଣ୍ଡ ହୁୱାଇ ୧୧ ରୁ ୧୩ ସେପ୍ଟେମ୍ବର ମଧ୍ୟରେ “ହୁୱାଇର ଗ୍ରାଣ୍ଡ ସେଲ” ର ଘୋଷଣା କରିଛି। ଏହି ସେଲକୁ ଇ-କମର୍ସ ସାଇଟ ଆମାଜନରେ ଦିନ ୧୨ ଟାରୁ ୩ ଟା ପର୍ଯ୍ଯନ୍ତ ରହିବ। ଏହି ସେଲ ସମୟରେ ହୁୱାଇର ପ୍ରିମିୟମ ସ୍ମାର୍ଟଫୋନ୍ ହୁୱାଇ ପି୨୦ ଲାଇଟ, ନୋଭା ୩ଆଇ ଏବଂ ପି୨୦…

କେରଳ ବନ୍ଯା ପ୍ରପୀଡ଼ିତାଙ୍କ ମୋବାଇଲ ଫ୍ରିରେ ସଜାଇବ ହୁୱାଇ

ନୂଆଦିଲ୍ଳୀ : କେରଳରେ ଆସିଥିବା ଭୟଙ୍କର ବନ୍ଯାରେ ଜନଜୀବନ ବହୁତ ମାତ୍ରାରେ କ୍ଷତି ହୋଇଛି। ଏଥିରେ ପାଖାପାଖି ୪୦୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ବହୁ ଧନସମ୍ପତ୍ତି କ୍ଷତି ହୋଇଛି। ଏହି ସମୟରେ କେରଳବାସୀଙ୍କୁ ସାହାଯ୍ଯର ହାତ ବଢ଼ାଇଛି ସାରା ଦେଶ। ଖାଲି ଦେଶ ନୁହଁ ଦେଶ ବାହାରୁ ମଧ୍ୟ ବନ୍ଯା…