ବଜାରକୁ ଆସିବ ସ୍ମାର୍ଟ ସ୍କୁଲ ବ୍ୟାଗ, ଏବେ ବାପା ମାଆ ଦୂରରେ ଥାଇ ମଧ୍ୟ ନିଜ ପିଲାଙ୍କ ଉପରେ ରଖିପାରିବେ ନଜର
ଏକ ଏଭଳି ସ୍ମାର୍ଟ ସ୍କୁଲ ବ୍ୟାଗ ବଜାରକୁ ଆସିବାକୁ ଯାଉଛି, ଯାହା ପିଲାଙ୍କୁ ନେଇ ହେଉଥିବା ମାତା ପିତାଙ୍କ ଟେନସନକୁ ଦୂର କରିବ । କାରଣ ଏହି ବ୍ୟାଗରେ ଲାଗିଛି ସ୍ମାର୍ଟ ଏଲସିଡି ଡିସପ୍ଲେ ସହ ଜିପିଏସ୍ ସିଷ୍ଟମ। ଏହାଦ୍ୱାରା ମାତା ପିତା ଦୂରରେ ରହି ମଧ୍ୟ ନିଜ ପିଲାଙ୍କ ଉପରେ ନଜର…