ଜାପାନ ବୈଜ୍ଞାନିକଙ୍କ ନୂଆ ପରୀକ୍ଷଣ, ପଶୁଙ୍କ ଗର୍ଭରେ ହେବ ମନୁଷ୍ୟ କୋଷିକାର ବିକାଶ!
ଏବେ ପଶୁଙ୍କ ଠାରୁ ଜନ୍ମ ନେବେ ମଣିଷ। ଏଭଳି ଅସାଧାରଣ କାମ କରିବାକୁ ଅନୁମତି ଦେଇଛନ୍ତି ସରକାର। ଜାପାନର ଜଣେ ବୈଜ୍ଞାନିକଙ୍କୁ ସେଠାକାର ସରକାର ଏହି ଗବେଷଣା ପାଇଁ ସାହାଯ୍ୟ କରିଛନ୍ତି। ଏହା ଦ୍ୱାରା ପଶୁମାନଙ୍କ ଶରୀରରେ ମନୁଷ୍ୟ କୋଷିକାର ବିକାଶ ହୋଇପାରିବ। ଅର୍ଥାତ୍, ପଶୁମାନେ ଏକପ୍ରକାର…