Browsing Tag

human being

Blue light କମାଏ ମଣିଷର ଆୟୁଷ!

ଆପଣ ସମସ୍ତେ ଫୋନ୍ ତ ବ୍ୟବହାର କରୁଥିବେ। ଯଦି ଫୋନ୍ ନାହିଁ ତେବେ ନିହାତି ଭାବେ ଲାପଟପ୍ କିମ୍ବା ସିଷ୍ଟମ୍ ର ବ୍ୟବହାର କରୁଥିବେ। କାରଣ ଅଜିକ ସମୟରେ ଏହି ଡିଭାଇସ୍ ସବୁଠୁ ଗୁରୁତ୍ଵ ପୂର୍ଣ୍ଣ। ବିନା ଡିଭାଇସ୍ ରେ ଏବେ ଅଫିସ କାମ କରିବା ମୁସ୍କିଲ। ତେବେ ଆମେ ଏହା ବି ଜାଣିଚୁ ଏସବୁ ଜିନିଷ ୟୁଜ…

ପକ୍ଷୀଙ୍କ ପରି କାହିଁକି ଉଡ଼ିପାରେ ନାହିଁ ମଣିଷ ? ସହଜ ଉତ୍ତର ମଣିଷର ଡେଣା ନାହିଁ କିନ୍ତୁ ଭିତରେ ରହିଛି ଅନେକ ରହସ୍ୟ..

ପିଲାଦିନେ ସମସ୍ତଙ୍କ ମନରେ ଥରେ ଉଡ଼ିବା ପାଇଁ ଇଚ୍ଛା ନିଶ୍ଚୟ ସୃଷ୍ଟି ହୋଇଥାଏ କିନ୍ତୁ ଯେତେବେଳେ ଆମେ ଏହି ବିଷୟରେ କାହାକୁ କହୁ ତାହେଲେ ସମସ୍ତେ ହସରେ ଉଡାଇ ଦେଇଥାନ୍ତି । ଆଜି ବି ଯଦି ଆମ ଭିତରୁ କିଏ ପଚାରେ ଯେ ମଣିଷ କାହିଁକି ଉଡିପାରିବ ନାହିଁ । ତାହେଲେ ଏହି ପ୍ରଶ୍ନର ଉତ୍ତର ଆମେ କଣ…