ଟାଇଟାନିକ ଜାହାଜ ସିନା ମିଳିଲା ହେଲେ ଯାତ୍ରୀଙ୍କ ମୃତଦେହ ଗଲା କୁଆଡ଼େ ?
ଟାଇଟାନିକ୍ ପାଖରେ ବୁଡ଼ିଗଲା ଟାଇଟନ୍ । ଅତଳ ସମୁଦ୍ର ଗର୍ଭରେ ୧୧୧ ବର୍ଷ ତଳେ ଦୁର୍ଘଟଣାଗ୍ରସ୍ତ ହୋଇ ବୁଡ଼ି ରହିଥିବା ବହୁ ଚର୍ଚ୍ଚିତ ଟାଇଟାନିକ ଜାହାଜ ଏବେ କିଛି ଦୁଃସାସିକ ପର୍ଯ୍ୟଟକଙ୍କ ପାଇଁ ପର୍ଯ୍ୟଟନ ସ୍ଥଳ ପାଲଟିଛି । ସେଇ ପର୍ଯ୍ୟଟନ ଆଜି ଜୀବନ ନେଇଛି ଟାଇଟନରେ ଥିବା ୫ ଜଣଙ୍କର ।…