Browsing Tag

Humane Sagar

ହ୍ୟୁମାନ ବିବାଦ ମାମଲା, ଶ୍ରୀୟା ଆଜି ଆସିବେ ମହିଳା ଥାନାକୁ

କଟକ(କେନ୍ୟୁଜ) : ଆଜି ଶ୍ରୀୟା ଆସିବେ ମହିଳା ଥାନାକୁ । ପ୍ରଥମେ ୧୮ ତାରିଖରେ ଉଭୟ କଟକ ମହିଳା ଥାନାକୁ ଆସିଥିଲେ। ହ୍ୟୁମାନ ଓ ତାଙ୍କ ମା ସେହିଦିନ କମ୍ପରମାଇଜ ପାଇଁ ଚାହିଁଥିଲେ।କିନ୍ତୁ ଶ୍ରୀୟା ୨ ଦିନ ସମୟ ନେଇଥିଲେ। ୨୧ ତାରିଖ କୁ ଉଭୟ ଙ୍କୁ ଆସିବା ଥିଲା। ହେଲେ ଶ୍ରୀୟା ଙ୍କ ମା ଓ…

ପାରିବାରିକ ବିବାଦ ତୁଟାଇବେ ସିଙ୍ଗର କପଲ୍‌, ପୁଣି ଏକାଠି ହେବେ ହ୍ୟୁମାନ ସାଗର ଓ ଶ୍ରୀୟା ମିଶ୍ର

ଭୁବନେଶ୍ୱର(କେନ୍ୟୁଜ): ପାରିବାରିକ ବିବାଦ ତୁଟାଇବେ ସିଙ୍ଗର କପଲ୍‌ । ପୁଣି ଏକାଠି ହେବେ ହ୍ୟୁମାନ ସାଗର ଓ ଶ୍ରୀୟା ମିଶ୍ର । ଆପୋଷ ସମାଧାନ ମୁଡରେ ଦୁହେଁ ଆଗକୁ ବଢୁଥିବା ସୂଚନା ମିଳିଛି । ପାରିବାରିକ କଳହ ଯୋଗୁ ହ୍ୟୁମାନ ସାଗରଙ୍କ ସମ୍ମାନରେ ଆଞ୍ଚ ଆସିବା ସହ କ୍ୟାରିଅର ପ୍ରଭାବିତ ହୋଇପାରେ…

ଆଜି ମହିଳା ଥାନାରେ ହାଜର ହେବେ ହ୍ୟୁମାନ ସାଗର, ପତ୍ନୀଙ୍କ ଅଭିଯୋଗ ପରେ କାଉନସେଲିଂ ପାଇଁ ଡାକିଛି ପୋଲିସ

ଭୁବନେଶ୍ୱର (କେନ୍ୟୁଜ): ପାରିବାରିକ ବିବାଦ ମାମଲାରେ ଆଜି ମହିଳା ଥାନାରେ ହାଜର ହେବେ ଓଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର । ପତ୍ନୀ ଶ୍ରୀୟା ମିଶ୍ରଙ୍କ ଅଭିଯୋଗ ପରେ ଡାକିଛି ମହିଳା ଥାନା ପୋଲିସ । ଶ୍ରୀୟା ମିଶ୍ର ବି ଥାନାରେ ହାଜର ହେବେ । ଉଭୟଙ୍କ କାଉନସେଲିଂ ହେବ । ମହିଳା…

ପୁଣି ପଦାରେ ପଡିଲା ବଡ ବଡିଆଙ୍କ କଳି: ଓଡ଼ିଶାର ନାମୀ ଗାୟକ ହ୍ୟୁମାନ ସାଗରଙ୍କ ନାଁରେ ନିର୍ଯାତନା ଅଭିଯୋଗ ଆଣିଲେ ପତ୍ନୀ

କଟକ (କେନ୍ୟୁଜ): ଓଡ଼ିଶାର ନାମୀ ଗାୟକ ହ୍ୟୁମାନ ସାଗରଙ୍କ ନାଁରେ ଅଭିଯୋଗ । ତାଙ୍କ ବିରୋଧରେ ଅଭିଯୋଗ କରିଛନ୍ତି ତାଙ୍କରି ପତ୍ନୀ । କଟକରେ ରହୁଥିବା ହ୍ୟୁମାନ ସାଗରଙ୍କ ବିରୋଧରେ ପତ୍ନୀ ନିର୍ଯାତନା ଅଭିଯୋଗ କରି ଗତକାଲି ଡିସିପି ପିନାକ ମିଶ୍ରଙ୍କୁ ଭେଟିଥିବା ସୂଚନା ମିଳିଛି । ଘଟଣାର…

ବିଜେଡିରେ ଯୋଗ ଦେଲେ ଓଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର

ଭୁବନେଶ୍ବର (କେ ନ୍ୟୁଜ୍‌) : ନିଜ କଣ୍ଠର ଯାଦୁରେ ଶ୍ରୋତାଙ୍କୁ ମତୁଆଲା କରୁଥିବା ହ୍ୟୁମାନ ସାଗର କଳାକ୍ଷେତ୍ରରୁ ଲମ୍ଫ ଦେଇଛନ୍ତି ରାଜନୀତି କ୍ଷେତ୍ରକୁ ।ବିଜେଡିରେ ଯୋଗ ଦେଇଛନ୍ତି ଓଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ନବୀନ…