Browsing Tag

humanity

ଶୋଷିଲା ଚିଲକୁ ବୋତଲରୁ ପାଣି ପିଆଇ ସୋସିଆଲ ମିଡିଆରେ ଭାଇରାଲ ହେଲେ ଯୁବକ, ଦେଖନ୍ତୁ

ଆଜିକାଲି ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓ ଲୋକଙ୍କୁ ଖୁବ ପସନ୍ଦ ଆସୁଛି । ଏହି ଭାଇରାଲ ଭିଡିଓରେ ଆଉ ଏକ ଘଟଣା ଯୋଡି ହୋଇଛି । ଏମିତି ଘଟଣା ଦେଖି ଆପଣ ମଧ୍ୟ ଚମକି ପଡିବେ । ପ୍ରକୃତରେ, ଜଣେ ବ୍ୟକ୍ତି ଶୋଷିଲା ଚିଲକୁ ପାଣି ଦେଉଥିବାର ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି । ଏହି…

ଭଞ୍ଜନଗର: ମାନବିକତା ବଞ୍ଚିଛି ଏମାନଙ୍କ ଯୋଗୁଁ, ନିଜ ଲୋକ ପର କରିଥିବା ମୃତଦେହକୁ କଲେ ସତ୍କାର

ଭଞ୍ଜନଗର (କେନ୍ୟୁଜ୍‌) : ମୃତ ଦେହକୁ ନେଲେ ନାହିଁ ପରିବାର ଲୋକେ କୋଭିଡ୍ କେୟାର ସେଣ୍ଟରରେ ଦୀର୍ଘ ସମୟ ଧରି ପଡ଼ି ରହିବା ପରେ ପହଞ୍ଚିଥିଲେ କିଛି ଯୁବ ସ୍ବେଛାସେବୀ । ଜୀବନ ଥିବା ସମୟରେ ସବୁ ନିଜର ଥିଲେ ହେଲେ ଶବ ହୋଇଗଲା ପରେ ନିଜ ଲୋକ ବି ମଲାଦେହ ପାଖକୁ ଆସିଲେ ନାହିଁ । ଶବ ନେବା ପାଇଁ…

ଜେଲ୍‌ କର୍ତ୍ତୁପକ୍ଷଙ୍କ ମାନବିକତା: ବନ୍ଦୀ ଭାବେ ଜୀବନ ବିତାଉଥିବା ମହିଳାଙ୍କ ଦେଢବର୍ଷର ଶିଶୁକନ୍ୟାର କରାଇଲେ ହାର୍ଟ…

ଭଞ୍ଜନଗର: ଜେଲ୍‌ କର୍ତ୍ତୁପକ୍ଷଙ୍କ ମାନବିକତା । ଜେଲରେ ବନ୍ଦୀ ଜୀବନ ବିତାଉଥିବା ଜଣେ ମହିଳାଙ୍କ ଦେଢବର୍ଷର ଶିଶୁକନ୍ୟାର ହାର୍ଟ ଅପରେସନ୍‌ କରାଇ ମାନବିକତା ସୃଷ୍ଟି କରିଛନ୍ତି ଜେଲ୍‌ କର୍ତ୍ତୁପକ୍ଷ । ଗଞ୍ଜାମ ଜିଲ୍ଲା ଆସିକା ସବ୍‌ ଜେଲରେ ଏଭଳି ଘଟଣା ସାମ୍ନାକୁ ଆସିଛି । ଗଂଜାମ ଜିଲ୍ଲା…

ମାନବିକତା ଆଗରେ ହାର ମାନିଲା ଲୋଭ, ୫ ଭରି ଓଜନରୁ ସୁନା ଚେନ ପାଇ ହଜାଇଥିବା ବ୍ୟକ୍ତିଙ୍କୁ ଫେରାଇଲେ ଚୂଡ଼ି ଦୋକାନୀ…

ଭଦ୍ରକ(କେନ୍ୟୁଜ୍):  ମାନବିକତା ଠାରୁ ଦୁନିଆରେ ବଡ଼ ଆଉ କିଛି ନାହିଁ। ଏହାର ଜ୍ବଳନ୍ତ ଉଦାହାରଣ ସାଜିଛନ୍ତି ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକର ବେତଡା ବଜାରରେ ଥିବା ଚୂଡ଼ି ଦୋକାନୀ ମାଲିକ ଲମ୍ବୋଦର ପାଣିଗ୍ରାହୀ । ରାସ୍ତାରୁ ପାଇଥିବା ୫ ଭରି ଓଜନର ସୁନା ଚେନକୁ  ହଜାଇଥିବା ଲୋକଙ୍କୁ ଫେରାଇ…

Viral Video: ଶୋଷରେ ଡହଳବିକଳ ହେଉଥିଲା କୁକୁର, ହାତରେ ପାଣି ଭରି ପିଆଇବାକୁ ଲାଗିଲେ ଏହି ବୃଦ୍ଧ

କୁହନ୍ତି, ପ୍ରାଣୀମାନେ କଥା କହିପାରନ୍ତି ନାହିଁ, କିନ୍ତୁ ସେମାନେ ହାବଭାବ ଦ୍ୱାରା ନିଜ ସମସ୍ୟା ବିଷୟରେ ଅନ୍ୟକୁ ଜଣାନ୍ତି। ଏମିତି ବହୁତ ଲୋକ ଅଛନ୍ତି, ଯେଉଁମାନେ ସେମାନଙ୍କୁ ଅଣଦେଖା କରନ୍ତି, କିନ୍ତୁ କିଛି ଲୋକ ଏହି ନିରୀହ ପ୍ରାଣୀମାନଙ୍କ ଭାବନାକୁ ଅତି ସହଜରେ ବୁଝିଯାନ୍ତି। ଏବେ ଏକ…

ପୁଣିଥରେ ନିରୀହ ସହିତ କ୍ରୁରତା: ଜବଲପୁରରେ କୁକୁରକୁ ଫିଙ୍ଗିଦେଲେ କେନାଲକୁ, Video ହେଉଛି ଭାଇରଲ

କିଛିଦିନ ତଳେ ଭୋପାଳରେ ନିରୀହ ସହିତ କ୍ରୁରତାର ଫଟୋ ଭାଇରଲ ହେବା ପରେ ଏବେ ଜବଲପୁରରେ ବି ଏଭଳି ହୀନ ମାନସିକତା ଘଟଣା ସାମ୍ନାକୁ ଆସିଛି। ଏଠାରେ ଲମହେଟାଘାଟ ରୋଡରେ ୩ଜଣ ବ୍ୟକ୍ତି ଏକ ନିରୀହ କୁକୁରକୁ ନର୍ମଦା କେନାଲକୁ ଫିଙ୍ଗିଦେଇଛନ୍ତି। ଏବେ ଏହାର ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ…

ବଳଦର ମୃତ୍ୟୁ ପରେ ଏହି ବ୍ୟକ୍ତି ନିଜେ ହିଁ ଟାଣିବାକୁ ଲାଗିଲେ ଶଗଡ଼, ଦେଖନ୍ତୁ ଭାବୁକ କରିଦେଲା ଭଳି Video

ରାଜସ୍ଥାନର ଭରତପୁରରୁ ଏବେ ଏକ ଭିଡ଼ିଓ ସାମ୍ନାକୁ ଆସିଛି, ଯାହାକୁ ଦେଖିଲେ ଆପଣ ଭାବୁକ ହୋଇପଡିବେ। ଏଥିରେ ଦେଖିବାକୁ ମିଳୁଛି କି, ରାସ୍ତାରେ ଏକ ବଳଦଗାଡ଼ି ଯାଉଛି। ଏହାର ଗୋଟିଏ ପଟେ ବଳଦ ବନ୍ଧା ହୋଇଥିବା ବେଳେ ଅନ୍ୟ ପଟେ ଜଣେ ବ୍ୟକ୍ତି ଅଛନ୍ତି, ଯିଏକି ଏହି ଗାଡିକୁ ଟାଣିବା ପାଇଁ ବଳଦକୁ…

ମାନବିକତା ଦେଖାଇଲେ ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର, ନିଜ ଘରୋଇ ସହାୟିକା ଭାବେ କାମ କରୁଥିବା ଜଣେ ଓଡ଼ିଆଙ୍କର କଲେ…

ନୂଆଦିଲ୍ଲୀ: ଗୌତମ ଗମ୍ଭୀରଙ୍କ ମହାନତା । କରୋନା ବେଳେ ମାନବିକତା ଦେଖାଇଲେ ବିଜେପି ସାଂସଦ ତଥା ପୂର୍ବତନ କ୍ରିକେଟର ଗୌତମ ଗମ୍ଭୀର । ଦିଲ୍ଲୀରେ ନିଜ ଘରୋଇ ସହାୟିକା ଭାବେ କାମ କରୁଥିବା ଜଣେ ଓଡ଼ିଆଙ୍କ ଅନ୍ତିମ ସଂସ୍କାର କରିଛନ୍ତି । ମୃତ ମହିଳା ଜଣଙ୍କ ଯାଜପୁର ବ୍ୟାସନଗର ପୌରାଞ୍ଚଳ…

କରୋନା ସଂକଟରେ ଯୁବକଙ୍କ ମଣିଷ ପଣିଆ, ଗର୍ଭବତୀଙ୍କୁ ନେଇ ଘରେ ଛାଡ଼ିଲେ

କେରାପୁଟ : ଏଇ କରୋନା ଲକ୍‌ଡାଉନ୍‌ ସମୟରେ ମଣିଷ ପଣିଆ ଦେଖାଇଛନ୍ତି ଦୁଇ ଜଣ ଯୁବକ । ଜଣେ ୮ ମାସର ଗର୍ଭବତୀଙ୍କୁ ଗୋଟିଏ ଗାଁରୁ ଉଦ୍ଧାର କରି ନିଜ ଘରେ ଛାଡିଥିଲେ ଯୁବକ ଦୁଇ ଜଣ । ସେମାନେ ହେଲେ କୋଟପାଡ ଅଞ୍ଚଳର ଦେବୀଶଙ୍କର ବ୍ରହ୍ମା ଓ ଗୌରୀଶଙ୍କର ପଣ୍ଡା । ନବରଙ୍ଗପୁର ଜିଲ୍ଲା ଭାମିନି…

ଭୁବନେଶ୍ୱର : ମାନବିକତା ଦେଖାଇଲେ ଯୁବତୀ, ରାସ୍ତାରେ ମୁମୂର୍ଷୁ ଅବସ୍ଥାରେ ପଡିଥିବା ବୃଦ୍ଧଙ୍କୁ କୋଳେଇ ନେଇ କଲେ…

ଭୁବନେଶ୍ୱର (କେନ୍ୟୁଜ୍‌) : ମହନୀୟତାର ଉଦାହାରଣ ସାଜିଲେ ଯୁବା ଇଂଜିନିୟର । ଦୁର୍ଘଟଣାରେ ମୁମୂର୍ଷୁ ଅବସ୍ଥାରେ ପଡିଥିବା ଜଣେ ବୃଦ୍ଧଙ୍କୁ ଦେଲେ ଫାଷ୍ଟ ଏଡ଼ ଚିକତ୍ସା। ନୟାପଲ୍ଲୀ କ୍ରାଉନ ହୋଟେଲର ବିପରୀତ ପାର୍ଶ୍ଵରେ ଜଣେ ବୃଦ୍ଧା ଦୁର୍ଘଟଣାଗ୍ରସ୍ତ ହୋଇ ମୁମୂର୍ଷୁ ଅବସ୍ଥାରେ ରାସ୍ତାକଡ଼ରେ…