Browsing Tag

hunter arrest

କନ୍ଧମାଳ ବନ୍ଧଗଡ ସଂରକ୍ଷିତ ଜଙ୍ଗଲରେ ବନ୍ଯଜନ୍ତୁ ଶିକାର କରୁଥିବାବେଳେ ୨ଗିରଫ, ଦେଶୀ ବନ୍ଧୁକ ଜବତ

କନ୍ଧମାଳ (କେନ୍ଯୁଜ୍): କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବନଖଣ୍ଡ ବିଭାଗ ଅନ୍ତର୍ଗତ ବନ୍ଧଗଡ ସଂରକ୍ଷିତ ଜଙ୍ଗଲରେ ବନ୍ଯଜନ୍ତୁ ଶିକାର କରୁଥିବା ସମୟରେ ଦୁଇ ଜଣକୁ ଗିରଫ କରିଛି ବନ ବିଭାଗ । ଗିରଫ ମଧ୍ୟରୁ ଜଣେ ନାବାଳକ । ଶିକାରୀ ମାନଙ୍କ ଠାରୁ ଦୁଇଟି ଦେଶୀ ବନ୍ଧୁକ,ବାଟୁଳି ଖଡା,୧୦ଟି ଗୁଳି ଓ…

ଢେଙ୍କାନାଳ ବନଖଣ୍ଡ ଅଧୀନ କପିଳାସ ଅଭୟାରଣ୍ଯ ଜଙ୍ଗଲରୁ ୪ଜଣ ଶିକାରୀ ଗିରଫ

ଢେଙ୍କାନାଳ: ଢେଙ୍କାନାଳ ବନଖଣ୍ଡ ଅଧୀନ କପିଳାସ ଅଭୟାରଣ୍ଯ ଜଙ୍ଗଲରୁ ୪ଜଣ ଶିକାରୀକୁ ଗିରଫ କରିଛି ବନ ବିଭାଗ। ଶିକାରୀମାନେ ପଡୋଶୀ ଜିଲ୍ଲା କଟକ ଅଞ୍ଚଳର ବୋଲି ଜଣାପଡିଛି । ବନ କର୍ମଚାରୀ ସେମାନଙ୍କଠାରୁ ୨ଟି ଦେଶୀ ବନ୍ଧୁକ ଓ ଡିଆସିଲ ଜବତ କରିଛି । ଏହି ଶିକାରୀ ମାନେ ଜଂଗଲ ମଧ୍ୟରେ ବୁଲି…