ସୁବର୍ଣ୍ଣପୁର ଜିଲ୍ଲାରେ ଅସୁରକ୍ଷିତ ବନ୍ୟଜନ୍ତୁ, ଖୁଲୁମ ଖୁଲା ଚାଲିଛି ଶିକାର
ସୁବର୍ଣ୍ଣପୁର: ଏବେ ସୁବର୍ଣ୍ଣପୁର ଜିଲ୍ଲାରେ ଅସୁରକ୍ଷିତ ବନ୍ୟଜନ୍ତୁ। ଖୁଲୁମ ଖୁଲା ଜଙ୍ଗଲ ଭିତରେ ଚାଲିଛି ବନ୍ୟଜନ୍ତୁ ଶିକାର। ବିଦ୍ୟୁତ ତାର ଲଗାଇ ବାରାହାଙ୍କ ଶିକାର କରୁଥିବା ବେଳେ ବାରାହା ଫାସରେ ପଡି କେତେବେଳେ ହାତୀ/ବାଘଙ୍କ ମୃତ୍ୟୁ ହେଉଛି ତ ଆଉ କେତେବେଳେ ମଣିଷର ଜୀବନ ଚାଲିଯାଉଛି ।…