ଏଠାରେ ୮୦ ବର୍ଷୀୟା ମହିଳା ଦିଶନ୍ତି ୩୦ ବର୍ଷର ଯୁବତୀ!
ହୁଏତ ଆପଣ କେବେ ଏହା ବିଶ୍ୱାସ କରିବେନି ଯେ ୮୦ ବର୍ଷୀୟା ମହିଳା କିପରି ୩୦ ବର୍ଷର ଯୁବତୀଙ୍କ ଭଳି ଦେଖାଯାଇପାରିବେ। କିନ୍ତୁ ହଁ, କଥାଟି ସତ। ପାକିସ୍ତାନର କାରକୋରମ୍ ପର୍ବତ ଉପରେ ରହୁଥିବା ହୁଞ୍ଜା ଅଧିବାସୀ ବୁରୁଷୋ ସମ୍ପ୍ରଦାୟର। ଏମାନେ ହୁଞ୍ଜା ଉପତ୍ୟକାରେ ବସବାସ କରନ୍ତି। ଏହି ଲୋକମାନେ…