ପାରିବାରିକ କଳହ ନେଲା ଜୀବନ: ନିଜ ସ୍ତ୍ରୀକୁ ଲୁହା ଛଡ଼ ଫିଙ୍ଗୁଥିବା ବେଳେ ଅନ୍ୟ ଜଣେ ମହିଳା ମୃତ
ଝାରସୁଗୁଡ଼ା: ସ୍ବାମୀ ସ୍ତ୍ରୀଙ୍କ ବଚସା ଭିତରେ ଚାଲିଗଲା ଅନ୍ୟ ଜଣଙ୍କ ଜୀବନ । ଝାରସୁଗୁଡ଼ା ସଦର ଥାନା ଅନ୍ତର୍ଗତ ଜମେରା ଗ୍ରାମରୁ ଆସିଛି ଏଭଳି ଏକ ଘଟଣା । ସ୍ତ୍ରୀ ସହିତ ବଚସା ହେବା ପରେ ଉତ୍ତେଜିତ ହୋଇ ସ୍ବାମୀ ଜଣକ ସ୍ତ୍ରୀ ଉପରକୁ ଲୁହା ଛଡ଼ ଫିଙ୍ଗିଥିଲା । କିନ୍ତୁ ନିଜ ସ୍ତ୍ରୀ ଦେହରେ…