ଏମିତି କିଏ କଣ କାହାକୁ ମାରେ; ସ୍ବାମୀ ଏମିତି ମାଡ ମାରିଲା ଯେ ସ୍ତ୍ରୀର ବାମ ଗୋଡ ଏବେ ପଚି ଫାଟିଗଲା
ଭଦ୍ରକ : ଭାବି ଭାବି ଏ ଆଖିରୁ ଶୁଖୁନି ଲୁହ । ସେଦିନ ସ୍ବାମୀ ମାରିଥିବା ସେ ମାଡର ଯନ୍ତ୍ରଣା ଆଜି ତାଙ୍କୁ ଶୁଆଇ ବସାଇ ଦେଉନି । ଏମିତିକି ଚାଲି ବି ପାରୁ ନାହାନ୍ତି । ଆଉ ଆଖିର ଲୁହ କେବଳ ସେହି ସ୍ବାମୀ ପାଇଁ । କାହିଁକିନା ଆଜି ତାଙ୍କୁ ପଙ୍ଗୁ ସଜେଇ ଦେଇଛି ସ୍ବାମୀର ମାଡ । ଆଉ ସ୍ବାମୀ ମାଡ…