Browsing Tag

husband commits suicide

ମୋ ସ୍ତ୍ରୀ ପାଇଁ ମୁଁ ମରୁଛି, ଏମିତି ସୁଇସାଇଡ୍‌ ନୋଟ୍‌ ଲେଖି ନର୍ମଦା ନଦୀକୁ ଡେଇଁ ପଡ଼ିଲେ ଯୁବକ

ଇନ୍ଦୋର : ମଧ୍ୟପ୍ରଦେଶରୁ ଏକ ଚମକାଇ ଦେବା ଭଳି ଖବର ସାମନାକୁ ଆସିଛି । ଯେଉଁଠାରେ ଜଣେ ବ୍ୟକ୍ତି ନର୍ମଦା ନଦୀକୁ ଡେଇଁବା ଓ ତା ପୂର୍ବରୁ ଏକ ଭିଡିଓରେ ନିଜ ମରିବା ପଛର କାରଣ କହିବା କଥା ମଧ୍ୟ ସାମନାକୁ ଆସିଛି । ଭିଡିଓରେ ବ୍ୟକ୍ତିଜଣକ କହିଛନ୍ତି କି ମୋ ମରିବା ପାଇଁ ମୋ ପତ୍ନୀ ସହ ଆଉ ୩ ଜଣ…

ପିପିଲି ନିର୍ମଳା ଗାଁରେ ଅଭାବନୀୟ ଘଟଣା, ସ୍ତ୍ରୀର ଗଳା କାଟି ସ୍ୱାମୀର ଆତ୍ମହତ୍ୟା

ପିପିଲି(କେନ୍ଯୁଜ୍): ପାରିବାରିକ କଳହର କରୁଣ ପରିଣତି। ସ୍ତ୍ରୀର ଗଳାକାଟି ସ୍ୱାମୀର ଆତ୍ମହତ୍ୟା। ପିପିଲି ତେଇଶପୁର ପଞ୍ଚାୟତ ନିର୍ମଳା ଗାଁରେ ଅଭାବନୀୟ ଘଟଣା ଘଟିଛି। ପାରିବାରିକ କଳହରୁ ସ୍ୱାମୀ ଧାରୁଆ ଅସ୍ତ୍ରରେ ସ୍ତ୍ରୀର ଗଳା କାଟି ହତ୍ୟା ଉଦ୍ୟମ ପରେ ନିଜେ ରଶି ଲଗାଇ ସ୍ୱାମୀର ଆତ୍ମହତ୍ୟା…

ତୁମେ ଚାଲିଗଲ ମୁଁ ଆଉ କାହିଁକି ବଞ୍ଚିବି : ସ୍ତ୍ରୀର ଜୁଇକୁ ଡେଇଁ ସ୍ୱାମୀର ଆତ୍ମହତ୍ୟା

କଳାହାଣ୍ଡି(କେନ୍ଯୁଜ୍): ସ୍ତ୍ରୀର ଜୁଇକୁ ଡେଇଁ ସ୍ୱାମୀର ଆତ୍ମହତ୍ୟା । ସ୍ତ୍ରୀର ମୃତ୍ୟୁକୁ ସହିନପାରି ଜଳନ୍ତା ଜୁଇକୁ ଡେଇଁ ଜୀବନ୍ତ ଦଗ୍ଧ ହୋଇ ପ୍ରାଣ ହରାଇଛନ୍ତି ସ୍ୱାମୀ। କଳାହାଣ୍ଡି ଜିଲ୍ଲା କେଗାଁ ଥାନା ସିଆଲଯୋଡ଼ି ଗାଁରେ ଦେଖିବାକୁ ମିଳିଛି ଏଭଳି ହୃଦୟବିଦାରକ ଚିତ୍ର । ମୃତକ ସ୍ୱାମୀ…