ମୋ ସ୍ତ୍ରୀ ପାଇଁ ମୁଁ ମରୁଛି, ଏମିତି ସୁଇସାଇଡ୍ ନୋଟ୍ ଲେଖି ନର୍ମଦା ନଦୀକୁ ଡେଇଁ ପଡ଼ିଲେ ଯୁବକ
ଇନ୍ଦୋର : ମଧ୍ୟପ୍ରଦେଶରୁ ଏକ ଚମକାଇ ଦେବା ଭଳି ଖବର ସାମନାକୁ ଆସିଛି । ଯେଉଁଠାରେ ଜଣେ ବ୍ୟକ୍ତି ନର୍ମଦା ନଦୀକୁ ଡେଇଁବା ଓ ତା ପୂର୍ବରୁ ଏକ ଭିଡିଓରେ ନିଜ ମରିବା ପଛର କାରଣ କହିବା କଥା ମଧ୍ୟ ସାମନାକୁ ଆସିଛି । ଭିଡିଓରେ ବ୍ୟକ୍ତିଜଣକ କହିଛନ୍ତି କି ମୋ ମରିବା ପାଇଁ ମୋ ପତ୍ନୀ ସହ ଆଉ ୩ ଜଣ…