ସ୍ୱାମୀକୁ ମାରି ଟଏଲେଟରେ ପୋତି ଦେଲା ସ୍ତ୍ରୀ, ଶେଷରେ ପୋଲିସ ହାତରେ ଧରା ପଡ଼ିଲା
ସ୍ୱାମୀକୁ କଲା ହତ୍ୟା । ପରେ ଘରେ ଥିବା ଟଏଲେଟରେ ସ୍ୱାମୀକୁ ପୋତି ଦେଲା ସ୍ତ୍ରୀ । ପରକିୟାପ୍ରିତି ପାଇଁ ଏମିତି କାଣ୍ଡ କରି ବସିଲା ସ୍ତ୍ରୀ । ସାରା ଜୀବନ ଯାହା ହାତ ଧରି ଚାଲିବ ବୋଲି ପ୍ରତିଜ୍ଞା କରିଥିଲା ତାକୁ ହିଁ ମାରିଦେଲା । ସ୍ୱାମୀ ଓ ସ୍ତ୍ରୀର ସମ୍ପର୍କ ସବୁଠୁ ନିବିଡ଼ । କିନ୍ତୁ…