Browsing Tag

husband death

ଜନ୍ମ ଦିନ ପାଳନ କରିବାକୁ ଦୁବାଇ ନନେବାରୁ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ଜନ୍ମ ଦିନରେ ଆମେ ନିଜ ପରିବାର ଲୋକଙ୍କୁ ଭଲ ଭଲ ଗିଫ୍ଟ ଦେଇଥାଉ । ସ୍ୱାମୀମାନେ ନିଜ ସ୍ତ୍ରୀଙ୍କୁ ଖୁସି କରିବା ପାଇଁ ଭଲ ଭଲ ସ୍ଥାନକୁ ବୁଲାଇବା ପାଇଁ ମଧ୍ୟ ନେଇଥାନ୍ତି । କିନ୍ତୁ ବେଳେବେଳେ କିଛି ଲୋକ ନିଜ ସ୍ତ୍ରୀଙ୍କ ପାଇଁ ଭଲ ଗିଫ୍ଟ ଦେଇ ପାରନ୍ତି ନାହିଁ କି ଭଲ ସ୍ଥାନକୁ ବୁଲାଇ ନେଇ…

ଏକାଠି ଜଳିଲେ ସ୍ବାମୀ-ସ୍ତ୍ରୀ, ସ୍ବାମୀର ମୃତ୍ୟୁକୁ ସହି ନ ପାରି ପ୍ରାଣ ହାରିଲେ ସ୍ତ୍ରୀ

ସ୍ବାମୀର ମୃତ୍ୟୁକୁ ସହି ପାରିଲେନି ସ୍ତ୍ରୀ। ଘଣ୍ଟାଏ ପରେ ପତ୍ନୀ ବି ପ୍ରାଣ ହରାଇଲେ। ଶେଷରେ ଗୋଟିଏ ଚିତାରେ ଏକାଠି ଜଳିଲା ଦମ୍ପତିଙ୍କ ମର ଶରୀର। ମାଲକାନଗିରି ଜିଲ୍ଲା ବାଲିମେଳା ଏନଏସିର ୧୨ ନଂ ୱାର୍ଡରେ ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦିନ ମଜୁରିଆ ଭାବେ କାର୍ଯ୍ୟ କରୁଥିବା ହରି…

ବାଟ ଚାହିଁ ରହିଥିଲା ଗର୍ଭବତୀ ପତ୍ନୀ, କିନ୍ତୁ ଘରକୁ ଫେରିଲା ସ୍ୱାମୀର ଶବ

ଚାତକ ଭଳି ସ୍ୱାମୀଙ୍କ ବାଟ ଚାହିଁ ରହିଥିଲା ଗର୍ଭବତୀ ସ୍ତ୍ରୀ । ହେଲେ ଘରକୁ ଫେରିଲା ସ୍ୱାମୀର ଶବ । ଘରକୁ ଫେରୁଥିବା ସ୍ବାମୀ ବାଟରେ ହିଁ ଚାଲିଗଲେ ଅଫେରା ରାଇଜକୁ । ଏଭଳି ହୃଦୟ ବିଦାରକ ଘଟଣା ଘଟିଛି ଉତ୍ତରପ୍ରଦେଶ ବାନ୍ଦାରେ । ଦୀର୍ଘ ୬ ମାସ ପରେ ଘରକୁ ଫେରୁଥିଲେ ସ୍ୱାମୀ । କେତେ ଆଶାରେ…

ଶ୍ମଶାନରେ ଲିଭିନି ସ୍ୱାମୀର ଚିତା, ସେପଟେ ପ୍ରେମିକର ହାତ ଧରି ବୁଲିଲା ସ୍ତ୍ରୀ

ଆଳି (କେନ୍ୟୁଜ): ଶ୍ମଶାନରେ ଜଳୁଛି ସ୍ୱାମୀଙ୍କ ଜୁଈ। କାନ୍ଦ ବୋବାଳିରେ ଫାଟି ପଡ଼ୁଛି ଗାଁ ଦାଣ୍ଡ। ହେଲେ ସେହି ଦାଣ୍ଡରେ ପିଲାଛୁଆଙ୍କ ସହିତ ସମ୍ପର୍କ ଭାଙ୍ଗି ପ୍ରେମିକଙ୍କ ହାତ ଧରି ଚମ୍ପଟ ମାରିଲା ସ୍ତ୍ରୀ! ଯାହାର ଖବର ମିଡିଆରେ ଭାଇରାଲ୍‌ ହୋଇଛି। ଏଭଳି ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା…

କୋଭିଡରେ ସ୍ୱାମୀଙ୍କ ମୃତ୍ଯୁକୁ ସହଜରେ ଗ୍ରହଣ କରିପାରିଲେନି ସ୍ତ୍ରୀ, ଶେଷରେ ହୃଦଘାତରେ ଛାଡିଗଲା ପ୍ରାଣ

ନୟାଗଡ଼: ସ୍ୱାମୀଙ୍କ କୋଭିଡରେ ମୃତ୍ଯୁ ପରେ ହୃଦଘାତରେ ଚାଲିଗଲେ ସ୍ତ୍ରୀ। ସୂଚନା ଅନୁସାରେ, ନୟାଗଡ଼ ଜିଲ୍ଲା ଇଟାମାଟି ଥାନା ଟାଙ୍ଗିସାହି ପାଟଣାର ଦିଲୀପ ପାତ୍ର। ଯିଲ ଏକ ଘରୋଇ ବ୍ୟାଙ୍କରେ ଚାକିରୀ କରୁରିଥିଲେ । କଲେଜ ପଢିବା ସମୟରୁ ଇଟାମାଟି ସୁଜାତା ପତ୍ରଙ୍କୁ ଭଲ ପାଇ ବସିଥିଲେ । ଘର…