Browsing Tag

husband haarsh limbachiyaa

ସ୍ୱାମୀଙ୍କ ସହ ମିଶି ଭାରତୀ ସିଂହ ଆରମ୍ଭ କଲେ ୟୁଟ୍ୟୁବ ଚ୍ୟାନେଲ, ଜାଣନ୍ତୁ କ’ଣ ଦେଲେ ନାଁ

ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ନିଜ ପତି ହର୍ଷ ଲିମ୍ବାଚିୟାଙ୍କ ସହ ମିଶି ନିଜର ଏକ ୟୁଟ୍ୟୁବ ଚ୍ୟାନେଲ ଲଞ୍ଚ କରିଛନ୍ତି। ଏହି ୟୁଟ୍ୟୁବ ଚ୍ୟାନେଲର ନାମ ‘ଭାରତୀ ଟିଭି’। ଏହି ନୂଆ ଚ୍ୟାନେଲରେ କମେଡି ଶୋ’ ହୋଷ୍ଟ କରାଯିବା ସହ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଯୋଗାଇ ଦିଆଯିବ। ଏହି ୟୁଟ୍ୟୁବ…