ପାରିବାରିକ କଳହରୁ ନିର୍ମମ ହତ୍ୟା, ସ୍ତ୍ରୀର ତଣ୍ଟି କାଟିଲା ସୈତାନ ସ୍ବାମୀ
ବରଗଡ଼: ସ୍ତ୍ରୀର ତଣ୍ଟି କାଟିଲା ସୈତାନ ସ୍ବାମୀ । ପାରିବାରିକ କଳହରୁ ନିର୍ମମ ହତ୍ୟା ଅଭିଯୋଗ । ବରଗଡ଼ ଗାଇସିଲଟ ଥାନା ଅନ୍ତର୍ଗତ ଜନକେଡ଼ା ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ଘଟିଛି । ମୃତକ ଚନ୍ଦ୍ରକାନ୍ତି ସାହୁ ।
ଗତକାଲି ରାତିରେ କୌଣସି କାରଣକୁ ନେଇ ସ୍ବାମୀ-ସ୍ତ୍ରୀଙ୍କ ମଧ୍ୟରେ କଳହ ହୋଇଥିଲା…