Browsing Tag

husband killed wife

Husband killed wife: ବିବାହର ମାସେ ନପୂରୁଣୁ ସ୍ତ୍ରୀକୁ ହାଣିଦେଲା ସ୍ଵାମୀ, ହତ୍ୟାକାଣ୍ଡର କାରଣ ଖୋଜୁଛି ପୋଲିସ

ସାଲେପୁର : ସ୍ୱାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ମୃତ । କଟକ ଜିଲ୍ଲା ନେମାଳ ଥାନା ସହଦେବପୁର ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗତକାଲି ବିଳମ୍ଵିତ ରାତିରେ ସ୍ତ୍ରୀ ରୋଜାଲିନକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସ୍ଵାମୀ ଶୈଳେନ୍ଦ୍ର ମଲିକ। ସୂଚନାନୁଯାୟୀ, ନେମାଳ ଥାନା ସହଦେବପୁର ଗାଁର…

ଗର୍ଭବତୀ ସ୍ତ୍ରୀକୁ ପିଟି ପିଟି ହତ୍ୟା କଲା ସ୍ବାମୀ, ଜବରଦସ୍ତି ଖୁଆଇଲା ଗର୍ଭପାତ ଔଷଧ

ରାଜସ୍ଥାନ : ଗର୍ଭବତୀ ପତ୍ନୀକୁ ଜବରଦସ୍ତି ଗର୍ଭପାତ ଔଷଧ ଖୁଆଇ ହତ୍ୟା କଲା ସ୍ବାମୀ । ରାଜସ୍ଥାନ ଭିଲୱାଡା ଜିଲ୍ଲାରେ ଏଭଳି ଘଟଣା ଦେଖିବାକୁ ମିଳିଛି । ବ୍ୟକ୍ତି ଜଣକ ନିଜ ଗର୍ଭବତୀ ପତ୍ନୀକୁ ପିଟି ପିଟି ହତ୍ୟା କରିବା ଅଭିଯୋଗ ହୋଇଛି । ମୃତ ମହିଳାଙ୍କ ଝିଅର ବୟାନ ଅନୁଯାୟୀ ମାମଲା ଦାୟର…

ମାଆ ମର୍ଡରର ଗୁମର ଖୋଲିଲା ୪ ବର୍ଷ ପୁଅ, ସ୍ତ୍ରୀକୁ ହତ୍ୟା କରି ପାଇଖାନା ଟାଙ୍କିରେ ଲୁଚେଇଥିଲା ସ୍ବାମୀ

ଉମରକୋଟ : ବାପା କରିଥିଲା ହତ୍ୟା । ମାଆ ମର୍ଡରର ଗୁମର ଖୋଲିଲା ୪ ବର୍ଷ ପୁଅ । ସ୍ତ୍ରୀକୁ ହତ୍ୟା କରି ପାଇଖାନା ଟାଙ୍କିରେ ଲୁଚେଇଥିଲା ସ୍ବାମୀ । ଏଭଳି ଚାଞ୍ଚଲ୍ୟକର ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ବରଗାଁରେ । ଗତ ଶନିବାର ସ୍ବାମୀ ସୁବାଷ ଗଣ୍ଡ ଓ ସ୍ତ୍ରୀ ମନେଇ ଗଣ୍ଡ…

ସବୁ ନୃଶଂସତାର ସୀମା ପାର୍ କଲା ସ୍ୱାମୀ, ସନ୍ଦେହ ପାଇଁ ସ୍ତ୍ରୀର ଜୀବନ ନେଲା

କୁଚିଣ୍ଡା: ଯୋଉ ହାତ ଧରି ସାତ ଜନ୍ମ ପାଇଁ ସାଥି କରି ଘରକୁ ଆଣିଥିଲା ଆଜି ସେହି ହାତରେ ନେଇଗଲା ସ୍ତ୍ରୀର ଜୀବନ । ମାରି ଶୁଆଇ ଦେଲା ଦାଣ୍ଡରେ । ସ୍ତ୍ରୀକୁ ମାରିବାକୁ କେମିତି ହାତ ଗଲା କେଜାଣି ? ସ୍ତ୍ରୀ ଉପରେ ସନ୍ଦେହ କରି ଅପରାଧ କରିବାକୁ ପଛାଇଲାନି ଅଭିଯୁକ୍ତ ସ୍ବାମୀ । ଅତି ନିର୍ମମ…

ପାରିବାରିକ କଳହକୁ କେନ୍ଦ୍ର କରି ହତ୍ୟାକାଣ୍ଡ ସନ୍ଦେହ,ସ୍ବାମୀର କଟୁରୀ ଚୋଟରେ ସ୍ତ୍ରୀ ମୃତ

ମୋହନା : ସ୍ବାମୀର କଟୁରୀ ଚୋଟରେ ସ୍ତ୍ରୀ ମୃତ ।  ପାରିବାରିକ କଳହକୁ କେନ୍ଦ୍ର କରି ହତ୍ୟାକାଣ୍ଡ ସନ୍ଦେହ ।  ମୋହନା ଥାନା କୁଙ୍କୁଣି-ଭାଲିଆସାହି ଗାଁରେ ବୀଭତ୍ସ ହତ୍ୟାକାଣ୍ଡ ହୋଇଛି। ମୃତକ ରେଶମା ନାୟକ ।  ଅଭିଯୁକ୍ତ ସ୍ୱାମୀ ଅନନ୍ତ ବାଗସିଂକୁ ଥାନାରେ ଅଟକ ରଖି ତଦନ୍ତ କରୁଛି ପୋଲିସ ।…

ଜମି ବିକା ଟଙ୍କାକୁ ନେଇ ପରିବାରରେ ତୁମୁଳକାଣ୍ଡ, ସାମାନ୍ୟ ଟଙ୍କା ପାଇଁ ସ୍ତ୍ରୀର ଜୀବନ ନେଲା ସ୍ୱାମୀ

ବାସୁଦେବପୁର: ଜମି ବିକା ଟଙ୍କାକୁ ନେଇ ସ୍ୱାମୀ ସ୍ତ୍ରୀ ଭିତରେ ତୁମୁଳକାଣ୍ଡ । ଭଦ୍ରକ ଜିଲ୍ଲା ବାସୁଦେବପୁର ବ୍ଲକ ସାନ କୃଷ୍ଣପୁର ପଞ୍ଚାୟତ ପାରାପୋଖରୀ ଗାଁରେ ଘଟିଛି ଏଭଳି ଲୋମଟାଙ୍କୁରା ଘଟଣା । ଜମି ବିକା ଟଙ୍କାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ଆରମ୍ଭ ହେଲା ଝଗଡା ଆଉ ସରିଲା ସ୍ତ୍ରୀର…

ସ୍ତ୍ରୀକୁ ପିଟି ପିଟି ମାରିଲା ସ୍ବାମୀ, ଅଭିଯୁକ୍ତ ପତ୍ନୀହନ୍ତା ଗିରଫ

କରଞ୍ଜିଆ : ମଦ୍ୟପ ସ୍ୱାମୀର ଉନ୍ମତ୍ତ କାଣ୍ଡ । ଘୋରେ଼ଇ କଳିକୁ କେନ୍ଦ୍ର କରି ନିଜ ସ୍ତ୍ରୀକୁ ପିଟି ପିଟି ମାରିଦେଲା ସ୍ବାମୀ । ଏଭଳି ଏକ ଅଭାବନିୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ମଣଦା ଗାଁ ନାଏକ ସାହିରେ । ସୂଚନା ଅନୁସାରେ ଗତକାଲି ବିଳମ୍ବିତ ରାତିରେ ସ୍ଵାମୀ ଓ ସ୍ତ୍ରୀ…

ପାରିବାରିକ କଳହ: ସ୍ତ୍ରୀକୁ ଆକ୍ରମଣ ପରେ ଜୀବନ ହାରିଲା ସ୍ୱାମୀ

ସୋରଡ଼ା : ପାରିବାରିକ କଳହରୁ କରୁଣ ପରିଣତି । ସ୍ତ୍ରୀକୁ ଆକ୍ରମଣ ପରେ ଜୀବନ ହାରିଲା ସ୍ୱାମୀ । ଗଞ୍ଜାମ ଜିଲ୍ଲା ଧରାକୋଟ ଥାନା କେ. ରାମଚନ୍ଦ୍ରପୁର ଗାଁରେ ଘଟିଛି ଘଟଣା । ପାରିବାରିକ କଳହକୁ କେନ୍ଦ୍ରକରି ଏନ.ସୁବାଷ ରେଡ୍ଡୀ ତାଙ୍କ ପତ୍ନୀ ଏନ୍.ଯମୁନାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି…

ପାରିବାରିକ କଳହ ନେଲା ଜୀବନ, ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ୱାମୀ

ଉଦଳା : ପାରିବାରିକ କଳହର କରୁଣ ପରିଣତି । ସାମାନ୍ୟ ବଚସାରୁ ସ୍ତ୍ରୀକୁ ପଥରରେ ଛେଚି ହତ୍ୟା କଲା ସ୍ୱାମୀ । ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲା ଖୁଣ୍ଟା ଥାନା ଅନ୍ତର୍ଗତ ବାଲିଯୋଡ଼ା ଗ୍ରାମରେ। ମୃତ ମହିଳା ଜଣଙ୍କ ହେଲେ କୁନିମଣି ସିଂହ । ପୋଲିସ ଅଭିଯୁକ୍ତ ସ୍ୱମୀ ଶୁକଦେବ ସିଂହକୁ ଅଟକ ରଖିଛି ।…

ଦଶ ମାସରେ ପ୍ରେମ ସରିଗଲା, ପତ୍ନୀର ଗଳା କାଟି ହତ୍ୟା କଲା ନୃସଂଶ ସ୍ୱାମୀ

ନୂଆଦିଲ୍ଲୀ : ପ୍ରଥମେ ପ୍ରେମ ହେଲା ଆଉ ତା ପରେ ବିବାହ । ବାହାଘରର ୧୦ ମାସ ପରେ ପତ୍ନୀକୁ ହତ୍ୟା କରିଛି ସ୍ୱାମୀ । ତାହା ପୁଣି ଯୌତୁକ ଲୋଭରେ । ଆଗ୍ରା ଶାହଗଞ୍ଜ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ଗତ ବୁଧବାର ସକାଳେ ଶାହଗଞ୍ଜ ଥାନାରେ ଏସ୍‌ଆଇ ଜ୍ଞାନେଶ୍ୱର ଡ୍ୟୁଟି କରୁଥାନ୍ତି । ଏତିକି…

ପାରିବାରିକ କଳହ ନେଲା ଜୀବନ: ସ୍ତ୍ରୀର ତଣ୍ଟି ଚିପି ହତ୍ୟା ପରେ ନିଜେ ଝୁଲି ପଡ଼ିଲା ସ୍ୱାମୀ

ସୁନ୍ଦରଗଡ଼ (କେନ୍ୟୁଜ): ସୁନ୍ଦରଗଡ଼ ତଲସରା ଥାନା ଡମକୁଡ଼ା ଗାଁରେ ଅଭାବନୀୟ ଘଟଣା । ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ। ପତ୍ନୀର ମୃତଦେହ ଖଟ ଉପରେ ପଡ଼ିଥିବା ବେଳେ ନିଜେ ରଶି ଲଗାଇ ଆତ୍ମହତ୍ୟା କରିଦେଲା ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି…

ସମ୍ପର୍କରେ କଳଙ୍କ : ସ୍ତ୍ରୀକୁ ଠେଙ୍ଗାରେ ମାରି ହତ୍ୟା କଲା ସ୍ୱାମୀ

ରାୟଗଡ଼ା : ସ୍ୱାମୀ ସ୍ତ୍ରୀ ସମ୍ପର୍କରେ କଳଙ୍କ। ସ୍ତ୍ରୀକୁ ଠେଙ୍ଗାରେ ମାରି ହତ୍ୟା କଲା ସ୍ୱାମୀ। ସ୍ୱାମୀ ସହ ଦୁଇ ଜଣକୁ ଅଟକ ରଖିଛି ପୋଲିସ। ଟିକିରି ଥାନା ଅନ୍ତର୍ଗତ ଡି. କରଳ ଗ୍ରାମରେ ଘଟିଛି ଏଭଳି ଘଟଣା। ମୃତକ ଶାପାଇ ମାଝିଙ୍କ ଶବ ଜବତ କରିବା ସହିତ ଅଭିଯୁକ୍ତ ସ୍ୱାମୀ ମାଲିକି ମାଝିକୁ…