Browsing Tag

husband killed wife

ଦଶ ମାସରେ ପ୍ରେମ ସରିଗଲା, ପତ୍ନୀର ଗଳା କାଟି ହତ୍ୟା କଲା ନୃସଂଶ ସ୍ୱାମୀ

ନୂଆଦିଲ୍ଲୀ : ପ୍ରଥମେ ପ୍ରେମ ହେଲା ଆଉ ତା ପରେ ବିବାହ । ବାହାଘରର ୧୦ ମାସ ପରେ ପତ୍ନୀକୁ ହତ୍ୟା କରିଛି ସ୍ୱାମୀ । ତାହା ପୁଣି ଯୌତୁକ ଲୋଭରେ । ଆଗ୍ରା ଶାହଗଞ୍ଜ ଥାନା ଅଞ୍ଚଳରେ ଏହି ଘଟଣା ଘଟିଛି । ଗତ ବୁଧବାର ସକାଳେ ଶାହଗଞ୍ଜ ଥାନାରେ ଏସ୍‌ଆଇ ଜ୍ଞାନେଶ୍ୱର ଡ୍ୟୁଟି କରୁଥାନ୍ତି । ଏତିକି…

ପାରିବାରିକ କଳହ ନେଲା ଜୀବନ: ସ୍ତ୍ରୀର ତଣ୍ଟି ଚିପି ହତ୍ୟା ପରେ ନିଜେ ଝୁଲି ପଡ଼ିଲା ସ୍ୱାମୀ

ସୁନ୍ଦରଗଡ଼ (କେନ୍ୟୁଜ): ସୁନ୍ଦରଗଡ଼ ତଲସରା ଥାନା ଡମକୁଡ଼ା ଗାଁରେ ଅଭାବନୀୟ ଘଟଣା । ସ୍ତ୍ରୀକୁ ତଣ୍ଟି ଚିପି ହତ୍ୟା କଲା ସ୍ୱାମୀ। ପତ୍ନୀର ମୃତଦେହ ଖଟ ଉପରେ ପଡ଼ିଥିବା ବେଳେ ନିଜେ ରଶି ଲଗାଇ ଆତ୍ମହତ୍ୟା କରିଦେଲା ।ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି…

ସମ୍ପର୍କରେ କଳଙ୍କ : ସ୍ତ୍ରୀକୁ ଠେଙ୍ଗାରେ ମାରି ହତ୍ୟା କଲା ସ୍ୱାମୀ

ରାୟଗଡ଼ା : ସ୍ୱାମୀ ସ୍ତ୍ରୀ ସମ୍ପର୍କରେ କଳଙ୍କ। ସ୍ତ୍ରୀକୁ ଠେଙ୍ଗାରେ ମାରି ହତ୍ୟା କଲା ସ୍ୱାମୀ। ସ୍ୱାମୀ ସହ ଦୁଇ ଜଣକୁ ଅଟକ ରଖିଛି ପୋଲିସ। ଟିକିରି ଥାନା ଅନ୍ତର୍ଗତ ଡି. କରଳ ଗ୍ରାମରେ ଘଟିଛି ଏଭଳି ଘଟଣା। ମୃତକ ଶାପାଇ ମାଝିଙ୍କ ଶବ ଜବତ କରିବା ସହିତ ଅଭିଯୁକ୍ତ ସ୍ୱାମୀ ମାଲିକି ମାଝିକୁ…

ସ୍ୱାମୀ ନା ପିଶାଚ ! ନବବିବାହିତା ସ୍ତ୍ରୀକୁ ବିଚ୍‌ ରାସ୍ତାରେ କଲା ହତ୍ୟା

ବରଗଡ଼ (କେନ୍ୟୁଜ): ବିଚ୍‌ ରାସ୍ତାରେ ନବବିବାହିତା ସ୍ତ୍ରୀକୁ ହତ୍ୟା । ଗୋଡାଇ ଗୋଡାଇ ମାରିଲା ସଇତାନ ସ୍ୱାମୀ । ବରଗଡ଼ ଜିଲ୍ଲା ଭେଡେନ୍‌ ଅଞ୍ଚଳରୁ ଏହି ଘଟଣା ସାମନାକୁ ଆସିଛି । ମୃତକ ହେଲେ ଲୁପୁରସିଙ୍ଗା ଗାଁର ନୁରାବତୀ ପେରା । ଭେଡେନ ବ୍ଲକ୍‌ ଲୁପୁରସିଙ୍ଗା ଛକରେ ଏହି ବୀଭତ୍ସ ହତ୍ୟାକାଣ୍ଡ…

ନୃଶଂସ ସ୍ୱାମୀ ! ବିଚ୍‌ ରାସ୍ତାରେ ପତ୍ନୀକୁ ୭ ଥର ଛୁରୀ ଭୁସି କଲା ହତ୍ୟା, ସିସିଟିଭି ଫୁଟେଜରେ ହେଲା କଏଦ

ତାମିଲନାଡୁର ଭେଲୋରରୁ ପୁଣି ଏକ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି। ବିଚ୍‌ ରାସ୍ତାରେ ଜଣେ ଯୁବକ ନିଜ ପତ୍ନୀଙ୍କୁ ଛୁରୀ ମାରିଥିଲେ । ଆଖପାଖରେ ଅନେକ ଲୋକ ରହିଥିଲେ କିନ୍ତୁ କେହି ବି ସାହାଯ୍ୟ କରିନଥିଲେ । ସମସ୍ତେ ଏପରି କାଣ୍ଡ ଦେଖୁଥିଲେ । ଯାହାର ଭିଡିଓ ସିସିଟିଭରେ କଏଦ ହୋଛି। ଘଟଣା…

ସ୍ତ୍ରୀକୁ ମାରି ପୋଡ଼ିଦେଲା ସ୍ୱାମୀ: ପରିତ୍ୟକ୍ତ ଘରୁ ଦରପୋଡ଼ା ଶବ ଜବତ ପରେ ଗିରଫ କଲା ପୋଲିସ

ଭୁବନେଶ୍ବର (କେନ୍ୟୁଜ): ପତ୍ନୀହନ୍ତା ସ୍ୱାମୀକୁ କଲାକର୍ମ ପାଇଁ ମିଳିଲା ଫଳ। କୋରଡକଣ୍ଟାରେ ପତ୍ନୀକୁ ହତ୍ୟା କରିବା ଘଟଣାରେ ସ୍ୱାମୀ ଗିରଫ। ମଞ୍ଚେଶ୍ୱର ପୋଲିସ ଦ୍ୱାରା ସ୍ୱାମୀ ବିଦ୍ୟାଧର ନାୟକ ଗିରଫ ହୋଇଛି । ସ୍ତ୍ରୀ ରିତା ନାୟକଙ୍କୁ ର୍ନିମମ ଭାବେ ହତ୍ୟା କରିଥିଲା ସ୍ୱାମୀ। ପ୍ରଥମେ…

ସ୍ୱାମୀ ସାଜିଲା ସୈତାନ! ମୋବାଇଲ ନ ପାଇବାରୁ ସ୍ତ୍ରୀକୁ ଛୁରୀରେ ଭୁସିବା ପରେ ପଥରରେ ଛେଚି ହତ୍ୟା ଉଦ୍ୟମ

ଉଦଳା (କେନ୍ୟୁଜ): ମୋବାଇଲ ପାଇଲା ନାହିଁ ବୋଲି ସ୍ୱାମୀ ସାଜିଲା ସୈତାନ । ସ୍ତ୍ରୀ କୁ ଛୁରୀରେ ହାଣି ଲହୁଲୁହାଣ କରିବା ସହିତ ପଥରରେ ଛେଚି ହତ୍ୟା କରିବାକୁ ଉଦ୍ୟମ କରିଲା ସ୍ୱାମୀ । ଉଦଳା ଥାନା ଉପରତାଳଡିହା ଗ୍ରାମର ଘଟଣା । ଗୁରୁତର ଅବସ୍ଥାରେ ସ୍ତ୍ରୀ ସୋନାଲି ହାଁସଦା ଉଦଳା ଡାକ୍ତରଖାନାରେ…

ଛି ଏତେ ନୃଶଂସ! ପିଲାକୁ ଜନ୍ମ ଦେଇ ହସ୍ପିଟାଲରେ ଶୋଇଥିବା ସ୍ତ୍ରୀକୁ ନିର୍ମମ ଭାବେ ହତ୍ୟା କଲା ସ୍ୱାମୀ, ସାମ୍ନାକୁ…

ପଞ୍ଜାବ: ଦୁନିଆ ଯେତେ ଯେତେ ଆଗକୁ ଯାଉଛି ଲୋକଙ୍କ ବୁଦ୍ଧି ସେତିକି କମି କମି ଯାଉଛି। ଏବେ ଲୋକମାନେ ନିଜ ପରିବାର ପ୍ରତି ବି ମୋହ ମାୟା ଦେଖାଉନଥିବା ଦେଖାଯାଇଛି। ପଞ୍ଜାବର କପୁରଥାଲାରୁ ସାମ୍ନାକୁ ଆସିଛି ଏଭଳି ଖବର। ଏଠାକାର ସିଭିଲ ହସ୍ପିଟାଲର ପ୍ରସୂତି ବିଭାଗରେ ଜଣେ ଚିକିତ୍ସାଧୀନ…

ରାଜଧାନୀରେ ପୁଣି ପାରିବାରିକ କଳହରୁ ଗଡିଲା ମୁଣ୍ଡ : ସ୍ତ୍ରୀକୁ ପିଟିପିଟି ବୀଭତ୍ସ ଭାବେ ହତ୍ୟା କଲା ସ୍ୱାମୀ

ଭୁବନେଶ୍ବର(କେନ୍ୟୁଜ): ପୁଣି ରାଜଧାନୀରେ ହତ୍ୟାକାଣ୍ଡ । ପାରିବାରିକ କଳହକୁ ନେଇ ପୁଣି ରାଜଧାନୀରେ ହତ୍ୟାକାଣ୍ଡ । ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ । ସହିଦନଗର ଥାନା ବାସୁଆଘାଇ ଅଞ୍ଚଳରେ ଘଟିଛି ଏହି ବିଭତ୍ସ ହତ୍ୟାକାଣ୍ଡ । ଅଭିଯୁକ୍ତ ସ୍ୱାମୀ ସୌଭାଗ୍ୟ ରଞ୍ଜନ ଦାସକୁ ଗିରଫ…

ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ, ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ହତ୍ୟା ଅଭିଯୋଗ

କେନ୍ଯୁଜ (ବ୍ଯୁରୋ) : ସୈତାନ ସ୍ୱାମୀ । ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ସ୍ୱାମୀ । ଢେଙ୍କାନାଳ ଟାଉନ ଥାନା ବାଜିଚୈକ ଛକ ନିକଟରେ ହତ୍ୟାକାଣ୍ଡ ଘଟିଛି। ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ମହିଳାଙ୍କ ନାଁ ମମତା ବେହେରା । ଘଟଣା ପରେ ଅଭିଯୁକ୍ତ ସ୍ୱାମୀ…

ପୋଷ୍ଟମାଟମ ରିପୋର୍ଟରୁ ଜଣା ପଡିଲା ସତ, ଗିରଫ ହେଲା ପତ୍ନୀହନ୍ତା ସ୍ବାମୀ

ଆନନ୍ଦପୁର (କେ ନ୍ୟୁଜ୍‌) : ଗତ ୪ତାରିଖ ରାତିରେ ବିବାହିତା ଜୟନ୍ତୀ ନାୟକଙ୍କ ସଂଦେହଜନକ ମୃତ୍ଯୁ ଉପରୁ ପରଦା ଉଠିଛି । କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଉପଖଣ୍ଡ ଘସିପୁରା ଥାନା କେଶଦୁରାପାଳ ଗାଁରେ ଘଟିଥିବା ଏହି ଘଟଣାର ଏବେ ପର୍ଦ୍ଦାଫାସ୍‌ ହୋଇଛି । ପୋଷ୍ଟମାଟମ ରିପୋର୍ଟରେ ଜୟନ୍ତୀଙ୍କୁ ତଣ୍ଟି…

ନୃଶଂସ ସ୍ୱାମୀ, ଆଠ ମାସର ଗର୍ଭବତୀ ସ୍ତ୍ରୀକୁ ଜୀବନରୁ ମାରି ଫେରାର୍

ଭୁବନେଶ୍ୱର (କେ ନ୍ୟୁଜ୍‌) : ଖଣ୍ଡଗିରି ଥାନା ଅଞ୍ଚଳ ପଣ୍ଡା ଗଦିଆ ଗାଁରେ ଘଟିଛି ଏକ ଅମାନୁଷିକ ଘଟଣା । ସ୍ଵାମୀର ଆଣ୍ଠୁ ମାଡ଼ରେ ଚାଲି ଯାଇଛି ସ୍ତ୍ରୀର ଜୀବନ । ଆଠ ମାସର ଗର୍ଭବତୀ ଥିଲା ସ୍ତ୍ରୀ । ଜୀବନ ପାଇବା ପୂର୍ବରୁ ପେଟରେ ଥିବା ସନ୍ତାନର ମଧ୍ୟ ମୃତ୍ୟୁ ଘଟିଛି। ଏ ନେଇ ଝିଅ ବାପା…