ସ୍ୱାମୀକୁ ମାରିଦେଲେ ଶ୍ୱଶୁର ଘର ଲୋକେ, ଅଭିଯୋଗ ଆଣିଲେ ସ୍ତ୍ରୀ
ଭଦ୍ରକ (କେନ୍ୟୁଜ): ଜଣେ ମହିଳାଙ୍କ ସ୍ୱାମୀଙ୍କୁ ହତ୍ୟା କରି ଜୀବନ ହାରିଥିବାର ରୂପ ଦେଇଛନ୍ତି ଶ୍ୱଶୁର ଘର ଲୋକେ, ତେଣୁ ନବଜାତ ଶିଶୁପୁତ୍ର କୁ ଧରି ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣିରେ ଗୁହାରୀ କରିଛନ୍ତି ମହିଳା । ଏଭଳି ସଙ୍ଗୀନ ଅଭିଯୋଗ ଆସିଛି ଭଦ୍ରକ ଜିଲ୍ଲା ତିହିଡି ଥାନା ବୋଡ଼କ…