Browsing Tag

Husband shoots woman

ଜଙ୍ଗଲରେ ମହିଳାଙ୍କୁ ଗୁଳିମାଡ଼ ଘଟଣା: ସ୍ବାମୀ ବନ୍ଧୁକରୁ ଗୁଳି ଫୁଟି ସ୍ତ୍ରୀ ଗୁରୁତର ଆହତ

ଭଂଜନଗର (କେନ୍ୟୁଜ): ସ୍ତ୍ରୀକୁ ଗୁଳି କରିଥିଲା ସ୍ବାମୀ । ଗଂଜାମ ଭଂଜନଗର ଥାନା ବେଡିଗୋବା ଗାଁରେ ମହିଳାଙ୍କୁ ଗୁଳିମାଡ଼ ଘଟଣାରେ ନୂଆ ମୋଡ଼ । ଅଭିଯୁକ୍ତ ସ୍ବାମୀ କୁ ଜେରା ପରେ ଗିରଫ କରିଛି ପୋଲିସ । ଗତ ୧୭ ତାରିଖରେ ଘଟିଥିଲା ଗୁଳିମାଡ଼ । ଜଙ୍ଗଲକୁ ପତ୍ର ତୋଳିବାକୁ ଯାଇଥିବା ବେଳେ ମହିଳାଙ୍କୁ…