Browsing Tag

husband wife fight

ନିଶାସକ୍ତ ସ୍ୱାମୀର ଉନ୍ମତ୍ତ କାଣ୍ଡ, ସ୍ତ୍ରୀ ସହ ଝଗଡା ପରେ ଜାଳିଦେଲା ନିଜ ଘର

ବାଲେଶ୍ୱର: ଭୟାବହ ଅଗ୍ନିକାଣ୍ଡ । ହୁତୁ ହୁତୁ ହୋଇ ଜଳୁଛି ଘର । ନିଆଁରେ ଜଳିପୋଡି ପାଉଁଶ ହୋଇଗଲା ସବୁ କିଛି । ନିଆଁ ଏତେ ଭୟଙ୍କର ଥିଲା ଯେ ମାତ୍ର କିଛି କ୍ଷଣ ମଧ୍ୟରେ ଏହା ସମ୍ପୂର୍ଣ୍ଣ ଘରକୁ ପାଉଁଶ କରିଦେଲା । ପୋଡି ଜଳି ଛାରଖାର ହୋଇଯାଇଛି ଘର ଭିତରେ ଥିବା ଜିନିଷପତ୍ର । ହେଲେ ଏମିତି…

ହନିମୁନରେ ନବ ଦମ୍ପତିଙ୍କ ଭିତରେ ମାରପିଟ୍, ସିଧା ଥାନାରେ ଆସି ମାମଲା

ବିବାହ ପରେ ହନିମୁନରେ ନବ ବିବାହିତ ଦମ୍ପତି ଗୋଆ ଯାଇଥିଲେ । ଏହି ସମୟରେ ଖୁସିରେ ସମୟ ବିତାଇବା କଥା । ହେଲେ ହନିମୁନ ଟ୍ରିପରେ ଯାଇଥିବା ଏହି ନବ ଦମ୍ପତିଙ୍କ ମଧ୍ୟରେ ଯୌତୁକ କାରଣକୁ ନେଇ ଆରମ୍ଭ ହୋଇଥିଲା ବିବାଦ । ବିବାଦ ପରେ ନବ ଦମ୍ପତିଙ୍କ ମଧ୍ୟରେ ମାରପିଟ ଭଳି ଘଟଣା ମଧ୍ୟ ହୋଇଥିଲା । …

ଭଦ୍ରକ ପୋଲିସ ନାଁରେ ଥାର୍ଡ ଡିଗ୍ରୀ ଅଭିଯୋଗ, ସ୍ବାମୀ ସ୍ତ୍ରୀଙ୍କ ଝଗଡ଼ାରେ ଥାନା ଭିତରେ ସ୍ବାମୀକୁ ନିସ୍ତୁକ ମାଡ଼

ଭଦ୍ରକ: ଥାନାରେ ଯୁବକଙ୍କୁ ମାଡ଼ । ଭଦ୍ରକ ପୋଲିସ ନାଁରେ ଥାର୍ଡ ଡିଗ୍ରୀ ଅଭିଯୋଗ ହୋଇଛି । ଭଦ୍ରକ ସହରାଞ୍ଚଳ ଥାନା ଭିତରେ ସ୍ବାମୀଙ୍କୁ ମାଡ ମରାଯାଇଥିବା ନେଇ ଅଭିଯୋଗ ଆଣିଛନ୍ତି ସ୍ତ୍ରୀ । ସ୍ବାମୀ ସ୍ତ୍ରୀଙ୍କ ଝଗଡାରେ ପୋଲିସ ପ୍ରଥମେ ପଶିଥିବା ବେଳେ ପରେ ହାଜତ ମଧ୍ୟରେ ମାଡ ମାରିଥିବା…